ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୩, ୨୦୨୨)

କର୍ମବୀର ଗୌରୀ ଶଙ୍କର ରାୟଙ୍କ ୧୮୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ କଟକ ଗୌରୀଶଙ୍କର ପାର୍କ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

 

ମହାନଦୀ ଅବବାହିକାକୁ ପୋତାଯିବା ନେଇ ନାଶନାଲ ଗ୍ରୀନ ଟ୍ରିବୁନାଲର ଏକ୍ସପର୍ଟ ଟିମ କଟକ ବାଲିଯାତ୍ରା ତଳ ପଡ଼ିଆ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି

କଟକ ସହରର ସୌନ୍ଦର୍ଯ୍ୟକରଣ ଲାଗି ତିନିକୋଣିଆ ବଗିଚା ଛକରେ ଥିବା ନିର୍ଝର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିଛି

 

 

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତ୍ୱରିତ ନ୍ୟାୟ ଦାବୀରେ ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ଏବଂ ଧାରଣା

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୬, ୨୦୨୧)

କଟକରେ ଭାରତ ବନ୍ଦ ସମୟର ଦୃଶ୍ୟ   ଭୁବନେଶ୍ୱର  ୟୁନିଟ୍ ୧ ମାର୍କେଟ  ଓ  ୟୁନିଟ୍ ୨ ମାର୍କେଟ ବିଲ୍ଡିଂ  ଭାରତ ବନ୍ଦ ପାଇଁ ଶୂନଶାନ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୮ , ୨୦୨୦)

କଟକରେ ଲକଡାଉନର ପ୍ରଭାବ ଭୁବନେଶ୍ୱରରେ ଲକଡାଉନ

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୧, ୨୦୨୦)

  କଟକ କଲେଜ ଛକ ଅଞ୍ଚଳରେ ରାଖୀ କିଣୁଛନ୍ତି ଯୁବତୀ   କଟକ ଗୋପାଳପୁରସ୍ଥିତ ଜାତୀୟ ରାଜପଥରେ ପୁନଃନିିର୍ମାଣ କାର୍ଯ୍ୟ ଚାଲିଛି   କାଠଯୋଡ଼ି ନଦୀ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୮, ୨୦୨୨ )

କଟକ କାଠଗଡ଼ା ସାହିରେ ଫାଇବର ନିର୍ମିତ ପ୍ରତିକୃତିକୁ ରଙ୍ଗ ଦେଉଛନ୍ତି ଶିଳ୍ପୀ   କଟକ ବାରବାଟୀ ଦୁର୍ଗ ନିକଟରେ ଥିବା ବୁଖାରି ବାବାଙ୍କ ଉର୍ସ ଉତ୍ସବରେ...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୫ , ୨୦୨୦)

ରବିବାର ଭୁବନେଶ୍ୱର ବମିଖାଲ ରାସ୍ତାରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମି ରହିଛି ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ଓଡିଶା ହାଇକୋର୍ଟ ପରିସରକୁ ସାନିଟାଇଜ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୨, ୨୦୨୨)

ଭୁବନେଶ୍ୱରରେ ରାସ୍ତା ପାର୍ଶ୍ଵ ପ୍ରାଚୀର ସୌନ୍ଦର୍ଯ୍ୟକରଣ ଲାଗି ଚିତ୍ର ଆଙ୍କୁଛନ୍ତି ଚିତ୍ରକର   ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଲାଗି ଅଭ୍ୟାସ   ଭୁବନେଶ୍ୱର ରବିନ୍ଦ୍ର...

Advertisement
Archives

Model This Week