Tag Archives: World cup

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିବା ବିରାଟ କହିଛନ୍ତି ଯେ ୨୦୨୭ରେ ହେବାକୁ ଥିବା ତାଙ୍କର ଶେଷ ବିଶ୍ୱକପ…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା ଜଣାପଡୁଛି ଏବଂ ତାଙ୍କ ସ୍ଥାନ ନେବା ପାଇଁ ଯୋଜନା…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ ୩୨ରେ କ୍ରୋଏସିଆକୁ ୨-୧ ଗୋଲରେ ପରାସ୍ତ କରି ପର୍ତ୍ତୁଗାଲ ପରବର୍ତ୍ତୀ ପର୍ଯ୍ୟାୟ (୧୬…

ବିଶ୍ୱକପ୍‌ ଓ୍ବାର୍ମ ଅପ୍‌ ମ୍ୟାଚ୍‌: ଉଜ୍‌ବେକିସ୍ତାନକୁ ୨-୦ ହରାଇଲା କାନାଡା

ଏଡ୍‌ମଣ୍ଟନ,୨ା୬: ବିଶ୍ୱକପ୍‌ ପୂର୍ବରୁ ସୋମବାର ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୨-୦ ଗୋଲ୍‌ରେ ପରାସ୍ତ କରି କାନାଡ଼ା। କାନାଡ଼ା ଜାତୀୟ ଦଳ ସହିତ ତାଙ୍କ ୯୦ତମ ପଦାର୍ପଣରେ ଜୋନାଥନ ଓସୋରିଓ ଖେଳର ଦ୍ୱିତୀୟାର୍ଦ୍ଧରେ ଏକ ଗୋଲ୍‌ ସ୍କୋର କରିଥିଲେ। ଓସୋରିଓ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। 2026 ବିଶ୍ୱକପ ପାଇଁ ୟୁରୋପୀୟ ପ୍ଲେଅଫରେ,…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରଙ୍କ ବିଦାୟ ପରେ ବାଂଲାଦେଶର ନୂତନ ବିଏନପି (BNP) ସରକାର ଭାରତ…

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ୩୫ ବର୍ଷୀୟ ସାମି ପୁଣିଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି। ୨୦୨୭…

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ପାଇଁ କୌଣସି ଏସୀୟ…

ମୋଦିଙ୍କୁ ଭେଟିବେ ବିଶ୍ୱ ବିଜେତା ଟିମ୍‌

ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ମହିଳା ଦଳ ମଙ୍ଗଳବାର ରାତିରେ, ନଭେମ୍ବର ୪ରେ ଦିଲ୍ଲୀରେ ପହଞ୍ଚିଥିଲା। ହୋଟେଲକୁ…

ଭାରତର ବିଜୟରେ କାନ୍ଦିଲା ପାକିସ୍ତାନ! ଜାଣନ୍ତୁ ପଡ଼ୋଶୀ ଦେଶର ପ୍ରତିକ୍ରିୟା

ଇସଲାମାବାଦ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ରଚିଛି। ସେମାନେ ରବିବାର (୨ ନଭେମ୍ବର, ୨୦୨୫) ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ୱକପ ଜିତିଛନ୍ତି।…

ଏମିତି କାମ କଲେ ଦୀପ୍ତି ଯାହା ୫୨ ବର୍ଷ ଇତିହାସରେ କେହି କରି ନଥିଲେ

ନୂଆଦିଲ୍ଲୀ,୩।୧୧: ଦୀପ୍ତି ଶର୍ମା ମହିଳା ବିଶ୍ୱକପ ଫାଇନାଲରେ ପାଞ୍ଚ ୱିକେଟ ନେଇ ଦକ୍ଷିଣ ଆଫ୍ରିକା ଦଳକୁ ଚୁପ କରାଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ଟିମ ଇଣ୍ଡିଆକୁ ୫୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାରେ ଏବଂ ପ୍ରଥମ ଥର ପାଇଁ ICC…

ମହିଳା ବିଶ୍ୱକପ ଫାଇନାଲ ଜିତିବା ପରେ କାନ୍ଦି ପକାଇଲେ ରୋହିତ ଶର୍ମା, ବିରାଟ ହେଲେ ଇମୋଶନାଲ

ନୂଆଦିଲ୍ଲୀ,୩।୧୧: ଭାରତ ୨୦୨୫ ମହିଳା ବିଶ୍ୱକପ ଫାଇନାଲରେ ବିଜୟୀ ହୋଇଛି। ଟିମ ଇଣ୍ଡିଆର ବିଜୟ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି କରିଛି। ମହିଳା ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ପୁରୁଷ ଦଳର ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?