Posted inଜାତୀୟ

ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍‌ସି

କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍‌ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି ଟିଏମ୍‌ସି। ଟିଏମ୍‌ସି କହିଛି ଖଲି ହେଉଛନ୍ତି ଆମେରିକାର ନାଗରିକ। ତେଣୁ ଜଣେ ବିଦେଶୀ ହିସାବରେ ସେ ଭାରତରେ ନିର୍ବାଚନ ପ୍ରଚାର କରିବା ଅବା ଭାରତୀୟ ଭୋଟଙ୍କ ମନରେ ପ୍ରଭାବ ପକାଇବାକୁ ଅନୁମତି ମିଳିବା ଠିକ୍‌ ନୁହେଁ ବୋଲି ଅଭିଯୋଗ କରିଛି ଟିଏମ୍‌ସି। ସୂଚନାଯୋଗ୍ୟ, ଖଲି ଗତ ୨୬ ତାରିଖରେ ଯାଦବପୁର ଆସନରୁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ଅନୁପମ ହାଜରାଙ୍କ ପାଇଁ ପ୍ରଚାର କରୁଥିଲେ। କାରଣ ଅନୁପମ ତାଙ୍କର ଜଣେ ଭଲ ବନ୍ଧୁ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ହେବ ଭାରତୀୟ ସେନା: ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରିବେ ମୋଦି

ନୂଆଦିଲ୍ଲୀ,୧୬।୫: ଭାରତର ସଫଳ ସାମରିକ ଅଭିଯାନ ‘ଅପରେସନ ସିନ୍ଦୁର’ ପରେ ଦେଶର ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କାର ବୃଦ୍ଧି ହୋଇପାରେ ବୋଲି ସରକାରୀ ସୂତ୍ର...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

Operation Sindoor: ହିଟ ଲିଷ୍ଟରେ ୧୪ ଆତଙ୍କବାଦୀ, ନିହତ ହେଲେଣି ୬, ବାକି ଅଛନ୍ତି ୮

ନୂଆଦିଲ୍ଲୀ,୧୬।୫: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗି ଦେଇଛି। ଭାରତୀୟ ସେନା ଏବଂ...

ଜୟଶଙ୍କରଙ୍କ ମାଷ୍ଟରଷ୍ଟୋକ୍; ଭାରତ-ଆଫଗାନିସ୍ତାନ ସମ୍ପର୍କ ବିଗାଡିବା ପ୍ରୟାସକୁ ଦେଲେ ଚକମା

ନୂଆଦିଲ୍ଲୀ,୧୬।୫: ଗୁରୁବାର ଭାରତ ଆଫଗାନିସ୍ତାନର ଦୁଇ ଦେଶ ମଧ୍ୟରେ “ଅବିଶ୍ୱାସ ସୃଷ୍ଟି” କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ୱାଗତ କରିଛି, ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ...

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା...

୫୦୦ କୋଟି ଟଙ୍କାର ବାଙ୍କେ ବିହାରୀ କରିଡର ଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ,୧୫ା୫: ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ ୫୦୦ କୋଟି ଟଙ୍କାର ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା...

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର...

ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ

ହାଇଦ୍ରାବାଦ,୧୫।୫: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri