ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍‌-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ

ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ ତାଇୱାନକୁ ଧମକ ଦେଇ ଆସୁଛି । ଏହାସହ ଚାଇନା ତାଇୱାନ ଉପରେ ଫାଇଟର ଜେଟ୍ ଉଡାଉଥିବା ଦେଖାଯିବା ପରେ ଏବେ ତାଇୱାନ ସତର୍କ ହୋଇଯାଇଛି । ଯେତେଥର ଚାଇନା ଆକ୍ରମଣ ଉଦ୍ୟମ କରିଛି ସେତେଥର ତାଇୱାନ ଏହାର କଡା ଜବାବ ଦେଇଛି । ସୂଚନାଯୋଗ୍ୟ, ଚାଇନା ଯୋଗୁ ବୃଦ୍ଧି ପାଉଥିବା ଆକ୍ରମଣ ଯୋଜନାକୁ ଲକ୍ଷ୍ୟ କରି ତାଇୱାନ ଆମେରିକାଠାରୁ ଆଣିବାକୁ ଥିବା ଏଫ୍‌-୧୬ ଫାଇଟର ଜେଟର ଡେଲିଭରିକୁ ଶୀଘ୍ର କରିବାକୁ ତାଇୱାନ ଅନୁରୋଧ କରିଛି । ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ତାଇୱାନର ଅଧିକାରୀମାନେ ଆମେରିକା ନିର୍ମିତ ଏଫ୍‌-୧୬ ଫାଇଟର ଜେଟର ଡେଲିଭରିକୁ ଶୀଘ୍ର କରିବାକୁ କୁହାଯାଇଛି । ୨୦୧୯ରେ ୨୨ଟି ଫାଇଟର ଜେଟ୍ ବିକ୍ରିକୁ ଅନୁମତି ମିଳିଥିଲା । ତେବେ ଏସବୁ ଜେଟ ନିର୍ମାଣ ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗୁଥିବା ବେଳେ ତାଇୱାନ ଆଶା କରିଛି ଏହାର ଡେଲିଭରି ଯେତେ ଶୀଘ୍ର ସମ୍ଭବ ନେବ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଆଇନ ପ୍ରଣୟନ ପାଇଁ ଜିନପିଙ୍ଗ ସରକାରଙ୍କୁ ପିଏଲଏର ଆହ୍ବାନ…

ବେଜିଂ,୧୧।୩ : ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ କମିନାହିଁ। ଏହି ସମୟରେ ଦେଶର ସାର୍ବଭୌମତ୍ୱ ତଥା ଜାତୀୟ ସ୍ବାର୍ଥ ରକ୍ଷା...

ବିଳିବିଳାଉଛନ୍ତି ଟ୍ରମ୍ପ!

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ବ୍ରିଟେନରେ ମାତିଲାଣି ଓମିକ୍ରନ

ଲଣ୍ଡନ,୭।୧୨: ବ୍ରିଟେନରେ ଓମିକ୍ରନ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଇଂଲଣ୍ଡର କେତେକ ଅଞ୍ଚଳରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌...

ଟିକ୍‌ଟକ୍‌କୁ ବ୍ୟାନ୍‌ କଲା ଆମେରିକା ସେନା

ଓ୍ବାଶିଂଟନ୍‌,୧ା୧: ପପୁଲାର ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଏଣିକି ଆମେରିକା ସେନା ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ଜାତୀୟ...

୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ…

ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ...

ଆତଙ୍କବାଦୀ ଆକ୍ରମଣଠାରୁ ଅଧିକ ଭୟଙ୍କର କରୋନା ସଂକ୍ରମଣ: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୩୦।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ୩୨ ଲକ୍ଷ ୧୯ ହଜାର ୪୨୪ ଜଣ କରୋନା ଭୂତାଣୁ ଦ୍ୱାରା...

ଖୁସି ଖବର: ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ବର୍ଲିନ୍‌,୨୮।୫: ଦେଶ ତଥା ବିଶ୍ୱରେ କରୋନା ମହାମାରୀକୁ ଦୂର କରିବା ପାଇଁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚାଲିଛି। ଅଦ୍ୟାବଧି ବୟସ୍କ ଲୋକଙ୍କୁ କରୋନା ଟିକା...

Advertisement
Archives

Model This Week