Posted inଜାତୀୟ

‘ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି’

ନୂଆଦିଲ୍ଲୀ,୪।୭: ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି। କିଛି ଏଭଳି କାମ ଅଛି, ଯାହା ରାଜନୀତି ଦ୍ୱାରା ସମ୍ଭବ ନୁହେଁ। ଲୋକଙ୍କ ମଧ୍ୟରେ ଏକତା ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ହୋଇ ନ ପାରେ। କିନ୍ତୁ ଏକତାକୁ ଧ୍ୱଂଶ କରିବା ଲାଗି ଏକ ଅସ୍ତ୍ର ହୋଇପାରେ। ମୁସଲିମ ରାଷ୍ଟ୍ରିୟ ମଞ୍ଚ ପକ୍ଷରୁ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌ର) ମୁଖ୍ୟ ମୋହନ ଭାଗଓ୍ବତ।

ଏହା ପ୍ରମାଣ ହୋଇସାରିଛି ଯେ, ଆମେ ସମାନ ପୂର୍ବଜଙ୍କ ବଂଶଧର। ଭାରତର ଲୋକଙ୍କ ଡିଏନ୍‌ଏ ମଧ୍ୟ ସମାନ। ଭାରତରେ ମୁସଲିମମାନେ ବିପଦରେ ନାହାନ୍ତି। କାରଣ ଏକତା ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଆଲୋଚନା ମାଧ୍ୟମରେ ମତଭେଦର ସମାଧାନ ହୋଇପାରିବ। ଏଣୁ ଇସଲାମ ଭାରତରେ ବିପଦରେ ଥିବା ଜାଲରେ ଫଶ ନାହଁ ବୋଲି ରାଓ୍ବତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୁସଲିମ ରାଷ୍ଟ୍ରିୟ ମଞ୍ଚ ହେଉଛି ଆରଏସ୍‌ଏସ୍‌ର ମୁସଲିମ ସଂଘ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଥ୍‌ପିକ୍‌ରେ ଭୋଟିଂ, ପିପିଇ କିଟ୍‌ରେ ପୋଲିଂ ଅଫିସର: ଏଭଳି ହୋଇପାରେ ବିହାର ବିଧାନସଭା ନିର୍ବାଚନ

ପାଟନା,୨୪।୭: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଠିକ୍‌ ସମୟରେ କରିବାକୁ ନେଇ ନିର୍ବାଚନ ଆୟୋଗର ମନ୍ଥନ ଜାରି ରହିଛି। ଏଭଳି ସ୍ଥିତିରେ...

ଦକ୍ଷିଣ ଭାରତରେ ଆଇଏସ୍‌ ଟ୍ରେନିଂ କ୍ୟାମ୍ପ୍‌-ଲଞ୍ଚପ୍ୟାଡ୍‌, ସତର୍କ ସୂଚନା ଜାରି କଲା ଏନ୍‌ଆଇଏ…

ନୂଆଦିଲ୍ଲୀ,୨୦।୯: ଦଦକ୍ଷିଣ ଭାରତରେ ଆଇଏସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ଧୀରେଧୀରେ ବିସ୍ତାର ହେଉଛି। ସେହିପରି ଏଠାରେ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବା ଆରମ୍ଭ କରିଛି। ଏନେଇ ଏନ୍‌ଆଇଏ...

ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୭ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦି ଠାକରେଙ୍କ ସୁସ୍ଥ...

କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ...

ଆଇସିଜେ ନିର୍ଦ୍ଦେଶ ପାଳନ କରିବ ପାକିସ୍ତାନ: କୁଳଭୂଷଣଙ୍କୁ ଭେଟି ପାରିବେ ଭାରତୀୟ ହାଇକମିଶନର

ନୂଆଦିଲ୍ଲୀ, ୧୯।୭: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ପାକିସ୍ତାନ ପାଳନ କରିବ। ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ...

ସ୍ଥିତି ସଙ୍କଟ ଜନକ, ବଢୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

୨୪ରେ ଜାପାନ ଯିବେ ମୋଦି

ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା...

Advertisement
Archives

Model This Week