ହଟ୍ଟକେଶରଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ବାଘମାରୀ ଅଟ୍ରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟ୍ଟକେଶର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଦାନବାକ୍ସ ଚୋରି ହୋଇଛି। ଦୁଇ ଦୁର୍ବୃତ୍ତ ମନ୍ଦିର ଭିତରୁ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କୟଦ ହୋଇଛି। ମନ୍ଦିର କମିଟି ଅଭିଯୋଗ କ୍ରମେ ବାଘମାରୀ ପୋଲିସ ତଦନ୍ତ ଆରମ୍ଭ କରିଛି।
ବାବା ହଟ୍ଟକେଶରଙ୍କ ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟି ଓ ମା’ ପାର୍ବତୀଙ୍କ ରୁପାର ଖଡୁ ଚୋରି ହୋଇଛି।
ରବିବାର ଭୋର ସମୟରେ ମନ୍ଦିର ଖୋଲିବା ବେଳେ ପାଳିଆ ସେବାୟତ ଏହା ଦେଖି ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କୁ ଖବର ଦେଇଥିଲେ। ପରେ ସେବାୟତ ବୋର୍ଡର ଟ୍ରଷ୍ଟି ଗୋପିନାଥ ମହାପାତ୍ର ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧ରୁ ଲାଗୁ ହେବ ଗେମିଂ ପାଇଁ ନୂଆ ନିୟମ: ଆପଣଙ୍କର ପ୍ରିୟ ଖେଳ ଉପରେ ଲାଗିବ କି ବ୍ୟାନ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୪: ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଅନଲାଇନ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ,…

୪୦ଡିଗ୍ରୀ ତାପମାତ୍ରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରୀଛାତ୍ର: ଛୁଟି ଘୋଷଣା ପାଇଁ ସରକାରଙ୍କଠାରେ ଦାବି

ପାଟଣା,୨୪।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲାରେ ବୁଧବାରଠାରୁ ପାରଦ ଉପରମୁହାଁ ହୋଇଛି। ପାଟଣା ବ୍ଲକ ମୁଖ୍ୟାଳୟର ଗୁରୁବାର ସର୍ବୋଚ୍ଚ ୪୧ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ମଧ୍ୟ ୪୦ଡିଗ୍ରୀ ଉପରେ…

ଗିରଫଦାରି ଭୟରେ ଅଭିଯୁକ୍ତ ଫେରାର: ପାରିବାରିକ ସଂଘର୍ଷ ଘଟଣା…

ହାଟଡିହୀ,୨୪l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଚଳିତ ମାସ ୭ ତାରିଖ ମଙ୍ଗଳବାର ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଗିରଫ ଭୟରେ…

୨୨ଟନ୍‌ ସୁନା ବିକିଲେ ପୁଟିନ୍‌, ବିଶ୍ୱ ବଜାରରେ ହଇଚଇ!

ମସ୍କୋ,୨୪।୪: ରୁଷର ସାମ୍ପ୍ରତିକ ପଦକ୍ଷେପ ଏହି ସଂଘର୍ଷ ମଧ୍ୟରେ ଆର୍ଥିକ ଚାପ କେତେ ଗଭୀର ହୋଇଛି ତାହା ସୂଚାଇଥାଏ। ଭ୍ଲାଦିମିର ପୁଟିନଙ୍କ ସରକାର ଏହାର ବର୍ଦ୍ଧିତ ବଜେଟ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ବିଭିନ୍ନ ଥାନାରେ ନେତାଙ୍କୁ ଅଟକ ରଖିଲା ପୋଲିସ

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ…

କେବେ ଆସି ଦେଖନ୍ତୁ… ଭାରତକୁ ନର୍କକୁଣ୍ଡ କହିବାକୁ ନେଇ ଟ୍ରମ୍ପଙ୍କ ଉପରେ ତାତିଲା ଇରାନ

ମୁମ୍ବାଇ,୨୪।୪: ଭାରତକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ। ଟ୍ରମ୍ପ ଭାରତ ଏବଂ ଚାଇନାକୁ…

ମେ’୧ଠାରୁ ପରିବର୍ତ୍ତନ ହେବ EPFO ଉଠାଣ ନିୟମ, ଏଣିକି ସିଧାସଳଖ…

ନୂଆଦିଲ୍ଲୀ,୨୪।୪: ଲକ୍ଷ ଲକ୍ଷ EPFO ଗ୍ରାହକଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କୁ ଆଉ ଆପଣଙ୍କ PF ଟଙ୍କା ଉଠାଇବା ପାଇଁ ସପ୍ତାହେ ଅପେକ୍ଷା…

ଇସ୍ତଫା ଦେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ? ବିହାର ରାଜନୀତିରେ ହଲଚଲ!

ପାଟନା,୨୪।୪: ବିହାରର ନୂତନ ସରକାର ଆଜି ଏକ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେଉଛି। ଆଜି, ସମ୍ରାଟ ଚୌଧାରୀଙ୍କ ନେତୃତ୍ୱରେ ଭାଜପା ସରକାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri