ବଦଳିଗଲା ପେସା

ପାଠ ପଢ଼ା ସମୟରେ ସମସ୍ତେ କିଛି ନା କିଛି ଲକ୍ଷ୍ୟ ରଖତ୍ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିଥାନ୍ତି ା କେତେଜଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି ତ ଅାଉ କେତେଜଣଙ୍କ
ଭାଗ୍ୟରେ ବିଡମ୍ବନା ଘଟେ, ପ୍ରତିକୂଳ ପରିସ୍ଥିତି ଓ ନୂଅା କିଛି କରିବାର ଅାଗ୍ରହ ଯୋଗୁଁ ସେମାନଙ୍କର କର୍ମପନ୍ଥା ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଏ ଏବଂ ସେମାନେ ସେହି କର୍ମପନ୍ଥାକୁ ଅାପଣାଇ ବଢ଼ିଚାଲନ୍ତି ଅାଗକୁ …

ସମାଜସେବାରେ ମତେ ଅାନନ୍ଦ ମିଳୁଛି : କଥାରେ ଅଛି ଯେତେବେଳେ ସବୁରାସ୍ତା ବନ୍ଦ ହୋଇଯାଏ, ଭଗବାନ ଅନ୍ୟ ଏକ ରାସ୍ତା ଖୋଲିଦିଅନ୍ତି ଏମିତି କିଛି ଘଟିଥତ୍ଲା ୟୁନିଟ୍-୩ ଖାରବେଳ ନଗରରେ ରହୁଥତ୍ବା ବବିନା ନାୟକଙ୍କ ଜୀବନରେ ବାପା ଗୁଣ୍ଡିଚା ନାୟକ ଓ ମା ମିନା ନାୟକଙ୍କର ସେ ହେଉଛନ୍ତି ଦ୍ୱିତୀୟ ସନ୍ତାନ ବଡ ଭଉଣୀଙ୍କର ବିବାହ ପରେ ଘର ସମ୍ଭାଳିବାର ଦାୟିତ୍ୱ ତାଙ୍କ ଉପରେ ଘର ଖର୍ଚ୍ଚ ପାଇଁ ବାପାଙ୍କର ରୋଜଗାର ଅଣ୍ଟୁ ନ ଥତ୍ଲା
ସେଥତ୍ପାଇଁ ସେ କଲେଜ ଜୀବନରୁ ହିଁ ଭଲ ଚାକିରି କରିବା ପାଇଁ ପରିଶ୍ରମ ଅାରମ୍ଭ କରି ଦେଇଥତ୍ଲେ ଲକ୍ଷ୍ୟ ଥତ୍ଲା ପୋଲିସ୍ ଇନ୍ସପେର ହେବା ପାଇଁ ସେ କଲେଜରୁ ହିଁ ଏନ୍.ସି.ସି.ରେ ଯୋଗ ଦେଇଥତ୍ଲେ ଏହା ସହିତ ଫାଏରିଙ୍ଗ୍ରେ ସେ ଥତ୍ଲେ ସ୍ବର୍ଣ୍ଣ ପଦକଧାରୀ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଥତ୍ଲେ ମଧ୍ୟ ଦୁଇଥର ଲିଖତ୍ତ ପରୀକ୍ଷାରେ ପାସ୍ ହୋଇ ଫିଜିକାଲ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ ଦୁଇ ଦୁଇ ଥର ବିଫଳ ଓ ଘରର ଅାର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥତ୍ବାରୁ ସେ ଅନ୍ୟ ଚାକିରି ସନ୍ଧାନରେ ଲାଗି ପଡିଲେ
ଏହି ସମୟରେ ତାଙ୍କୁ ନହରକଣ୍ଟାରେ ପଲ୍ଲୀ ଉନ୍ନୟନ ସେବା ସମିତିରେ ସମାଜସେବୀ ହେବାର ସୁଯୋଗ ମିଳିଲା ଏଠାରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ୧୮ ବର୍ଷରୁ କମ୍ ବୟସ ପିଲା, ଯେଉଁମାନେ ବିଭିନ୍ନ ଅପ୍ରାକୃତିକ ପରିବେଶର ସମ୍ମୁଖୀନ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କୁ ପାଠ ପଢିବାର ସୁଯୋଗ ଦେବା ସହିତ ପୁରୁଷଙ୍କ ଅପବ୍ୟବହାରର ଶିକାର ହୋଇଥତ୍ବା ମହିଳାମାନଙ୍କୁ ସାହାଯ୍ୟ, ଲକ୍ଡାଉନ୍ ସମୟରେ ଭିକାରିମାନଙ୍କୁ ଖାଦ୍ୟ ଯୋଗେଇବା ପରି ଲୋକହିତ କାମ ଅାଦି କରିବାରେ ବହୁତ ଅାନନ୍ଦ ମିଳୁଛି ବୋଲି ସେ କୁହନ୍ତି
ପରିସ୍ଥିତି ଯୋଗୁ ଭିନ୍ନ ମୋଡ଼ :
ମଣିଷ ପରିସ୍ଥିତିର ଦାସ ପରିସ୍ଥିତି ବେଳେବେଳେ ଜୀବନର ମୋଡ ବଦଳାଇ ଦେଇଥାଏ ଏପରି ଏକ ବିଷାଦ ପରିସ୍ଥିତି ରଚନା ରାଉତଙ୍କ ଜୀବନର ମୋଡ ବଦଳାଇ ଦେଇଛି ଟଙ୍କପାଣି ରୋଡ ନିକଟସ୍ଥ ବାଙ୍କୁଅାଳରେ ତାଙ୍କ ଘର ବୟସ ମାତ୍ର ୨୫ ନିକଟ ଅତୀତରେ କରୋନାରେ ତାଙ୍କ ପିତା ସ୍ବର୍ଗତ ରମେଶ ଚନ୍ଦ୍ର ରାଉତଙ୍କ ଅକାଳ ବିୟୋଗ ଘଟିଲା, ଏହା ସାରା ପରିବାରକୁ ସ୍ତମ୍ଭୀଭୂତ କରିଥତ୍ଲା ଏବଂ ପରିବାରରେ ଶୋକର ଛାୟା ଖେଳି ଯାଇଥତ୍ଲା ଏବେ ତାଙ୍କ ପରିବାର କହିଲେ ମାଅା ସଂଯୁକ୍ତା ରାଉତ ଓ ବଡଭାଇ ରାଜକୁମାର ରାଉତ ସେ ଏବେ ଉକତ୍ଳ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନରେ ସ୍ନାତକ କରିବା ସହିିତ ତିନିମାସ ହେବ ପଟିଅାସ୍ଥିତ ରିଲାନ୍ସ କମ୍ପାନୀର ଟେଲିକମ୍ ବିଭାଗରେ କାମ କରୁଛନ୍ତି ଏକ ମନସ୍ତତ୍ତ୍ୱ ବିଶେଷଜ୍ଞ ହେବାପାଇଁ ଅାଶା ରଖତ୍ଥତ୍ବା ରଚନା ଏବେ ପରିସ୍ଥିତିରେ ପଡି ଏକ ଭିନ୍ନଧରଣର ପେସାକୁ ଅାପଣାଇଛନ୍ତି ମୁରବିଙ୍କ ପରେ ଘରର ଦାୟିତ୍ୱ ସହ ନିଜ ପାଠ ପଢାକୁ ହେଳା ନ କରି ଘରର ମେରୁଦଣ୍ଡ ହୋଇ ଛିଡାହେବାକୁ ଚେଷ୍ଟା କରି ଚାଲିଛନ୍ତି
ଶିକ୍ଷକତାରୁ ଅାତ୍ମସନ୍ତୋଷ ମିଳେ :
ପିଲାଦିନରୁ ସଙ୍ଗୀତ ପ୍ରତି ଥତ୍ଲା ତାଙ୍କର ସ୍ବତନ୍ତ୍ର ରୁଚି ଇଚ୍ଛାଥତ୍ଲା ଏକ ପ୍ରସିଦ୍ଧ କଣ୍ଠଶିଳ୍ପୀ ହେବା ପାଇଁ
କିନ୍ତୁ ପରିବେଶ ଓ ପରିସ୍ଥିତି ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ନେଇଅାସିଲା ଭୁବନେଶ୍ୱରର ରସୁଲଗଡରେ ରହୁଥତ୍ବା ରେଣୁବାଳା ସାମନ୍ତରାୟଙ୍କୁ ସେ ସଙ୍ଗୀତ ଓ ଶିକ୍ଷକତା ମଧ୍ୟରୁ ଶିକ୍ଷକତାକୁ ପ୍ରାଧାନ୍ୟତା ଦେଲେ ଏବଂ ସେଥତ୍ରେ ସଫଳତା ହାସଲ କରିଛନ୍ତି ପ୍ରଥମେ ଏକ ଘରୋଇ ସ୍କୁଲରେ ଶିକ୍ଷକତା ଅାରମ୍ଭ କରିବା ପରେ ନିଜେ ଏକ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥତ୍ଲେ ବର୍ତ୍ତମାନ ସେ ରସୁଲଗଡସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ଜଣେ ଶିକ୍ଷୟିତ୍ରୀରୁ ଏକ ଅାଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହେବା ପଛରେ ତାଙ୍କୁ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥତ୍ଲା ଅବଶ୍ୟ ଏବେ ସଙ୍ଗୀତକୁ ସେ ସମ୍ପୂର୍ଣ୍ଣରୂପେ ଛାଡି ନାହାନ୍ତି ବିଭିନ୍ନ ସାଂସ୍କୃତିକ କାଯର୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ଅାତ୍ମସନ୍ତୋଷ ପାଉଛନ୍ତି
ନିଜ ପାଇଁ ନେଲି ଭିନ୍ନ ନିଷ୍ପତ୍ତି : ଲକ୍ଷ୍ୟସ୍ଥଳର ଖୁବ୍ ନିକଟତର ହୋଇ ହଠାତ୍ ଓହରିଯିବା ବହୁତ କଷ୍ଟ ଏମିତି ଏକ କାହାଣୀ ହେଉଛି ନୟାଗଡ, ଶରଣକୂଳ ଗାଁର ମହାଦେବ ବିଶ୍ୱାଳ ଓ ଶାନ୍ତିଲତା ବିଶ୍ୱାଳଙ୍କ ଝିଅ ସୋନମ ବିଶ୍ୱାଳଙ୍କର ପିଲାଦିନୁ ମାମୁଙ୍କ ପରି ଅାୟୁର୍ବେଦ ଡାକ୍ତର ହେବାର ସ୍ବପ୍ନ ଦେଖତ୍ଥତ୍ଲେ ସୋନମ୍ ସେଥତ୍ପାଇଁ +୨ ବିଜ୍ଞାନ ପଢ଼ିବା ସହିତ ସେ ମେଡିକାଲ ସାଇନ୍ସ କୋଚିଙ୍ଗ ନେଇଥତ୍ଲେ ଏବଂ ପୁରୀ ଅାୟୁର୍ବେଦିକ କଲେଜରେ ନାମଲେଖା ପାଇଁ ମନୋନୀତ ହୋଇସାରିଥତ୍ଲେ କିନ୍ତୁ ଅାଡ୍ମିଶନ ହେବା ଦିନ ହୋଇଥତ୍ଲା ତାଙ୍କର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଏହା ପରେ ଡାକ୍ତରୀ ପଢିବା ବୋଧେ ତାଙ୍କ ପାଇଁ ଠିକ୍ ନୁହେଁ ଭାବି ସେ ଇଞ୍ଜିନିୟରିଂ କରିବା ଲାଗି ସ୍ଥିର କଲେ ଏହାପରେ ଭୁବନେଶ୍ୱରର ପଟିଅାସ୍ଥିତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଲେ ହଠାତ୍ ମତ ପରିବର୍ତ୍ତନ କରିଥତ୍ବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଅସନ୍ତୁଷ୍ଟ ହୋଇଥତ୍ଲେ
ଏହାସତ୍ତ୍ୱେ ସେ ତାଙ୍କ ମନୋବଳ ଦୃଢ ରଖତ୍ ଅାଗକୁ ମାଡିଚାଲିଲେ
ପଢା ସରିବା ପରେ ସେ ୨ ବର୍ଷ ହେବ ବାଙ୍ଗାଲୋରର ଲୁମ୍ବିନ୍ ଏଲିଟ୍ କମ୍ପାନୀରେ ସଫ୍ଟେଓ୍ବର ଇଞ୍ଜିନିୟର ଭାବେ କାମ କରୁଛନ୍ତି
ମୋ କାମକୁ ସୂଚାର ରୂପେ କରିପାରୁଛି : ଯେତେବେଳେ ପରିବାରରେ ଅାଥର୍ତ୍କ ପରିସ୍ଥିତି ବଢିବାରେ ଲାଗେ, ସେତେବେଳେ ପରିବାର ପିଲାଙ୍କ ଉପରେ ଏହାର ପ୍ରଭାବ ପଡେ ଏମିତି ଏକ ପରିସ୍ଥିତିରେ ପାଠଛାଡି ଚାକିରି କରିବାକୁ ପଡିଲା ଭୁବନେଶ୍ୱରର ୟୁନିଟ୍ -୪ରେ ରହୁଥତ୍ବା ମାମିନା ଅକତାରଙ୍କୁ ତାଙ୍କର ଅାଶା ଥତ୍ଲା ଇଞ୍ଜିନିୟର ହେବା ପାଇଁ
ଏଥତ୍ପାଇଁ ସେ ଇଞ୍ଜିନିୟରିଂରେ ଡିପ୍ଲୋମା ମଧ୍ୟ କରିଥତ୍ଲେ କିନ୍ତୁ ପରିବାରରେ ଅାଥର୍ତ୍କ ଅସୁବିଧା ଯୋଗୁ ନିଜ ଇଚ୍ଛାକୁ ଭୁଲି ଚାକିରି ସନ୍ଧାନରେ ଲାଗି ପଡିଲେ
ସେ ପ୍ରଥମେ ଟେକ୍ ଅଫ୍ ମହିନ୍ଦ୍ରା କମ୍ପାନୀରେ କାମ କରୁଥତ୍ଲେ ବର୍ତ୍ତମାନ ସେ ଫିନ୍ମେଟ୍ରିକ୍ ଫାଇନାନ୍ସ କମ୍ପାନୀରେ ଅାସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଛନ୍ତି ଏହି ଧରଣର କାମ ଶିଖତ୍ବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥତ୍ଲା ନିଜ ପରିଶ୍ରମ ଦ୍ୱାରା ସେ ଧୀରେ ଧୀରେ ପଦୋନ୍ନତି ପାଇ ସଫଳତା ହାସଲ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri