ଏନ୍‌ଇଟି ସ୍ଥଗିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୦ ଡିସେମ୍ବର ପର୍ଯ୍ୟାୟ ୟୁଜିସି ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି) ପରୀକ୍ଷାକୁ ସ୍ଥଗିତ ରଖିଛି। ଆସନ୍ତା ମେ’ ମାସରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ମଙ୍ଗଳବାର ଏନ୍‌ଟିଏ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଏନ୍‌ଟିଏ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଏନ୍‌ଟିଏ ଦ୍ୱାରା ପରିଚାଳିତ ଏନ୍‌ଇଟି ପରୀକ୍ଷା ଗତ ଡିସେମ୍ବର ମାସରେ ହେବାର ଥିଲା। କିନ୍ତୁ କରୋନା କଟକଣା ଯୋଗୁ ଏହାକୁ ମେ’ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଦେଶର ବିଭିନ୍ନ କେନ୍ଦ୍ରରେ ଏହି କମ୍ପ୍ୟୁଟରଭିତ୍ତିକ ପରୀକ୍ଷା’ ମେ’ ୨ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଏନ୍‌ଟିଏ ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ତାରିଖ ଅତିକମ୍‌ରେ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। ତେବେ ସଦ୍ୟ ତଥ୍ୟ ପାଇଁ ଛାତ୍ରୀଛାତ୍ରମାନେ www.nta.ac.in କିମ୍ବା ugcgnet.nta.nic.in ଓ୍ବେବ୍‌ସାଇଟ୍‌କୁ ଦେଖିବା ପାଇଁ ଏନ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୬୦% ଟିକାକରଣ

ଭୁବନେଶ୍ୱର, ୭।୯(ବ୍ୟୁରୋ):  ଓଡ଼ିଶାରେ ପ୍ରଥମ ଡୋଜ୍‌ ଟିକାକରଣ ୬୦% ରହିଛି। ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଯୋଗ୍ୟ ହିତାଧିକାରଙ୍କୁ ଶତ ପ୍ରତିଶତ...

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ...

ଭଡ଼ାଟିଆଙ୍କୁ ବିଦା କରିପାରିବେନି ଘର ମାଲିକ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱରରୁ ଓଡ଼ିଶାର ପ୍ରଥମ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରଠାରୁ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ଏଥିସହ ସରକାରୀ ସ୍ତରରେ କଟକଣା ଓ...

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

ଆଜି କରୋନା ନେଲା ୬ ଜୀବନ

ଭୁବନେଶ୍ୱର,୩୦।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୮...

ଗାଡ଼ି ଚଢାଇ ହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ, ୨୩।୫: ଗାଡ଼ି ଚଢାଇ ହତ୍ୟା ମାମଲାରେ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି ।...

ରୋକାଯାଇପାରୁନି ଦୁର୍ଘଟଣା

ଭୁବନେଶ୍ୱର ୨୫।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେଥିରେ...

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ:୮ରେ ମହିଳାଙ୍କ କାର୍‌ ରାଲି

ଭୁବନେଶ୍ୱର, ୧।୩(ବ୍ୟୁରୋ): ସେବା ପ୍ରୟାସ ଫାଉଣ୍ଡେଶନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜଧାନୀରେ ବିଗତ ଦୁଇବର୍ଷରୁ ଚାଲି ଆସୁଥିବା ମହିଳା କାର୍‌ ରାଲି ଆସନ୍ତା...

Advertisement
Archives

Model This Week