ଖବରଦାତା ହତ୍ୟା ମାମଲା: ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୭ା୧୨: ପାକିସ୍ତାନ ସୁପ୍ରିମକୋର୍ଟ କେନିଆରେ ବରିଷ୍ଠ ଖବରଦାତା ଅର୍ଶଦ ସରିଫଙ୍କ ହତ୍ୟା ମାମଲାରେ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାର ଅନୁସନ୍ଧାନ କରୁଥିବା କମିଟି ଏହାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଯାଞ୍ଚର ତଦାରଖ ପାଇଁ କୋର୍ଟ ୫ ଜଣ ବିଚାରପତିଙ୍କ ଏକ କମିଟି ମଧ୍ୟ ଗଠନ କରିଛନ୍ତି।

କେନିଆରେ ଖବରଦାତାଙ୍କୁ ହତ୍ୟା କରାଯାଇଥିଲା। ଅକ୍ଟୋବର ୨୩ରେ କେନିଆର ରାଜଧାନୀଠାରୁ କିଛି ଦୂରରେ ଅର୍ଶଦ ନାମକ ଜଣେ ପୂର୍ବତନ ଆର୍‌ଏଭି ଟିଭି ଖବରଦାତା ତଥା ଆଙ୍କରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାକିସ୍ତାନରେ ହଟଚମଟ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ସୂଚନା ଅଭିଯୋଗରେ ସିଆଇଏ. ଏଫବିଆଇର ୱେବସାଇଟ ବ୍ଲକ, ରୁଷିଆ ସେନାଙ୍କୁ ବଦନାମ କରିବାକୁ ଥିଲା ଯୋଜନା

ମସ୍କୋ,୨୮ ।୧: ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ରୁଷିଆ ଆମେରିକାର ସରକାରୀ ଏଜେନ୍ସି ସିଆଇଏ ଓ ଏଫବିଆଇର ୱେବସାଇଟକୁ ବ୍ଲକ କରିଦେଇଛି । ରୁଷିଆର ସଂଚାର...

ପାକିସ୍ତାନରେ ପେଟ୍ରୋଲ ୨୭୨ ଟଙ୍କା

ଇସ୍‌ଲାମାବାଦ,୧୭।୨: ଋଣ ପାଇବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)କୁ ଖୁସି କରିବା ଲାଗି ପାକିସ୍ତାନ ସରକାର ବୁଧବାର ରାତିରେ ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି...

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି।...

ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ…

ବେଜିଂ,୧୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଗୁରୁବାର ଚେତାବନୀ ଦେଇଛନ୍ତି ଯେ ଶୀତଳ ଯୁଦ୍ଧ ଭଳି ସ୍ଥିତି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେବା ଉଚିତ...

ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…

ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ...

ହଂକଂରେ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ…

ସିଟି ଅଫ୍‌ ଭିକ୍ଟୋରିଆ, ୧୯।୧ : କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୨,୦୦୦ ହାମଷ୍ଟରଙ୍କୁ ହତ୍ୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏକ ଗୃହପାଳିତ...

ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।...

ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍‌

ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ।...

Advertisement
Archives

Model This Week