ମହାନଦୀ ଜଳ ବିବାଦ ମାମଲା ଶୁଣାଣି ସ୍ଥଗିତ

କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଜାରି ରହିଛି । ଏହିଭଳି ଏକ ପରିସ୍ଥିତିରେ ଚଳିତମାସ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

ଜେଲ ଗଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ...

ଦମାପଲା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌, କବିତା ପାଠୋତ୍ସବ

ଖଡିଆଳ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ପଞ୍ଚାୟତ ଦମାପଲା କ୍ଲବ ଗୃହରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ...

ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ

କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର...

୧୦ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

ଜୟପୁର,୨୨ା୧: କୋରାପୁଟ ଜିଲାର ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟର...

ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ

ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଜୁଆଡ଼ି ଗିରଫ, ୮୫ ହଜାର ୫୦୦ ଟଙ୍କା ଜବତ

ଛତ୍ରପୁର, ୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ...

Advertisement


Archives

Model This Week