ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ ଲମ୍ବା ଗ୍ୟାପ୍‌ ପରେ ସେ ତେଲଗୁ ଫିଲ୍ମ ‘ସରିଲେରୁ ନିକେବାରୁ’ ଜରିଆରେ ଫେରିଛନ୍ତି। ଦୀର୍ଘଦିନ ପରେ ଏହି ଅଭିନେତ୍ରୀଙ୍କ ଲେଉଟାଣି ଜାଣି ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଦୀର୍ଘ ୧୩ ବର୍ଷ ପରେ ମୁଁ ପୁଣି ପରଦାକୁ ଫେରିଛି। ମୁଁ ଆଶ୍ଚର୍ଯ୍ୟ ହେଉଛି ଦର୍ଶକ ଆଜି ବି ମୋତେ ମନେ ରଖିଛନ୍ତି। ତେଣୁ ନିଜକୁ ଗୌରବାନ୍ବିତ ମନେ କରୁଛି। କାରଣ ଦର୍ଶକ ମୋ ଅଭିନୟକୁ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି। ଏହା ମୋତେ ବହୁତ ଖୁସି ଦେଉଛି।

ତେବେ ଦର୍ଶକମାନେ ବିଜୟାଶାନ୍ତିଙ୍କୁ ପ୍ରଶ୍ନ କରିଛନ୍ତି ଆପଣ ଦୀର୍ଘଦିନ ଧରି କ’ଣ ପାଇଁ ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତି । ମୁଁ ନିଜକୁ ତେଲେଙ୍ଗାନା ନିର୍ମାଣରେ ହଜାଇ ଦେଇଛି। ମୁଁ କୌଣସି କାମ ଅଧା କରେ ନାହିଁ। ମୁଁ ଚାହୁନି ଲୋକେ ମୋ ଉପରକୁ ଅଙ୍ଗୁଳି ଉଠାନ୍ତୁ। ସେମାନେ ନ କୁହନ୍ତୁ କି ଚର୍ଚ୍ଚାରେ ରହିବାକୁ ଅଭିନେତ୍ରୀ ରାଜନୀତିକୁ ବ୍ୟବହାର କରୁଛନ୍ତି। ଏଥିପାଇଁ ମୁଁ ପରଦାରୁ ଦୂରେଇ ଯାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ...

ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍‌, ଆଉ ତାପରେ…

ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ...

ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ...

ଶେହନାଜଙ୍କ ଗୋଡ ତଳେ ଲାଗୁନି

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍‌ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍‌ ବସ-୧୩ରୁ ରାତାରାତି...

ବ୍ରେକ୍‌ଅପ୍‌ ପରେ ଏକାଠି ନଜର ଆସିଲେ ଏହି ଯୋଡ଼ି

ମୁମ୍ବାଇ: ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଦିଶା ପଟାନୀ ଏବଂ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦିଶା-ଟାଇଗର ସେମାନଙ୍କ ବ୍ରେକଅପ ପରେ ପ୍ରଥମଥର...

ଶୁମ୍ବୁଲ, ପ୍ରିୟଙ୍କାଙ୍କ ମଧ୍ୟରୁ ନାଗିନ୍‌-୭ କିଏ ଆସିବେ ନଜର

ମୁମ୍ବାଇ: ଟିଭିର ସୁପରହିଟ ଶୋ’ ନାଗିନ୍‌ ୬ ଟିଆରପି ପାଇଁ ଆଜିକାଲି ସଂଘର୍ଷ କରୁଛି। ଇତି ମଧ୍ୟରେ ନୂଆ ସିଜିନର ଖବର ମଧ୍ୟ ସାମ୍ନାକୁ ଆସୁଛି।...

ଏହି ବଲିଉଡ୍‌ ଅଭିନେତା କୋଟିଏ ଟଙ୍କା ଦାନ କଲେ …

ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍‌ ଅଭିନେତା ଖିଲାଡ଼ି ବୟ ଅକ୍ଷୟ...

ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ...

Advertisement
Archives

Model This Week