ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ ଲମ୍ବା ଗ୍ୟାପ୍‌ ପରେ ସେ ତେଲଗୁ ଫିଲ୍ମ ‘ସରିଲେରୁ ନିକେବାରୁ’ ଜରିଆରେ ଫେରିଛନ୍ତି। ଦୀର୍ଘଦିନ ପରେ ଏହି ଅଭିନେତ୍ରୀଙ୍କ ଲେଉଟାଣି ଜାଣି ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଦୀର୍ଘ ୧୩ ବର୍ଷ ପରେ ମୁଁ ପୁଣି ପରଦାକୁ ଫେରିଛି। ମୁଁ ଆଶ୍ଚର୍ଯ୍ୟ ହେଉଛି ଦର୍ଶକ ଆଜି ବି ମୋତେ ମନେ ରଖିଛନ୍ତି। ତେଣୁ ନିଜକୁ ଗୌରବାନ୍ବିତ ମନେ କରୁଛି। କାରଣ ଦର୍ଶକ ମୋ ଅଭିନୟକୁ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି। ଏହା ମୋତେ ବହୁତ ଖୁସି ଦେଉଛି।

ତେବେ ଦର୍ଶକମାନେ ବିଜୟାଶାନ୍ତିଙ୍କୁ ପ୍ରଶ୍ନ କରିଛନ୍ତି ଆପଣ ଦୀର୍ଘଦିନ ଧରି କ’ଣ ପାଇଁ ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତି । ମୁଁ ନିଜକୁ ତେଲେଙ୍ଗାନା ନିର୍ମାଣରେ ହଜାଇ ଦେଇଛି। ମୁଁ କୌଣସି କାମ ଅଧା କରେ ନାହିଁ। ମୁଁ ଚାହୁନି ଲୋକେ ମୋ ଉପରକୁ ଅଙ୍ଗୁଳି ଉଠାନ୍ତୁ। ସେମାନେ ନ କୁହନ୍ତୁ କି ଚର୍ଚ୍ଚାରେ ରହିବାକୁ ଅଭିନେତ୍ରୀ ରାଜନୀତିକୁ ବ୍ୟବହାର କରୁଛନ୍ତି। ଏଥିପାଇଁ ମୁଁ ପରଦାରୁ ଦୂରେଇ ଯାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ବିଲ୍ଡିଂର ୧୨ତମ ମହଲାରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏହି ଖବର ପରେ ତୁରନ୍ତ ଅଗ୍ନିଶମ...

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ...

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।...

କାହାକୁ ଡରନ୍ତି ପରିଣିତି

ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା...

ଚାଲିଛି ନାୟିକା ଖୋଜା

‘ବାହୁବଲୀ’ ଫେମ୍‌ ପ୍ରଭାସ ଏବଂ ସୈଫ ଅଲ୍ଳୀ ଖଁା ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ହେଲା ‘ଆଦିପୁରୁଷ’। ଏହି ଫିଲ୍ମର...

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ...

ଚଳଚ୍ଚିତ୍ର ପାଇଁ ପାନୁଆ ପାଲଟିଥିଲେ ଏହି ଅଭିନେତା: ଦୈନିକ ଖାଉଥିଲେ ୧୦ରୁ ୧୫ଟି ପାନ; ଶୁଟିଂସେଟକୁ…

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦେଶବିଦେଶର ଦର୍ଶକଙ୍କ ମନ ଜିଣିଥିଲା...

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ...

Advertisement
Archives

Model This Week