ଶ୍ୱାସରୁଦ୍ଧ ହୋଇ ଘରମାଲିକ, ଶ୍ରମିକଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୩୧ା୫: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଟବାରି ଗାଁରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସନ୍ତୋଷ କହଁର ଏବଂ ସଞ୍ଜୟ ପ୍ରଧାନ।

ସୂଚନା ଅନୁଯାୟୀ, ଘରେ ଭିତରେ ପାଇଖାନା ପାଇଁ ଟାଙ୍କି ଖୋଳିବା ବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଗୋଟିଏ...

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

କଟକ ଅଫିସ, ୧ା୬: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର(୯୪) ସୋମବାର ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମହାବିକ୍ଷୋଭ...

ପାଇପ୍‌ ଲାଇନ ମଝିରେ ଫସିଲା ବାଳକଙ୍କ ଗୋଡ଼

ବାଲେଶ୍ୱର ଅଫିସ,୨୨ା୫:  ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସ୍ଥାନ ମୁଖ୍ୟ ଗେଟ୍‌ରେ ଗୋରୁଗାଈଙ୍କ ପ୍ରବେଶ ରୋକିବା ଲାଗି ଲାଗିଥିବା ପାଇପ ଲାଇନ୍‌ ମଝିରେ ଜଣେ ୫ ବର୍ଷର...

ସ୍ତ୍ରୀଙ୍କୁ ହାଣି ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୮ା୬: ପରିଣତ ବୟସରେ ପାରିବାରିକ ମନୋମାଳିନ୍ୟ ଭୟଙ୍କର ରୂପ ନେଇଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଝିଙ୍ଗର ମଲ୍ଲିକ (୭୪) ସ୍ତ୍ରୀ...

ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ...

ସ୍ବାଭିମାନ ଅଞ୍ଚଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ: ମାଓନେତା କିଶୋର ମୃତ, ଜଣେ ଆହତ

ମାଲକାନଗିରି/ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀବହୁଳ ଉପାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ...

ଗଞ୍ଜାମ ଜିଲାରେ ଖାତା ଖୋଲିନି କଂଗ୍ରେସ

ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ...

Advertisement
Archives

Model This Week