କୋଭିଡ୍‌ ନିୟମ ନମାନି ଭୋଜି, ସଙ୍ଗରୋଧ କେନ୍ଦ୍ରରେ ବଣ୍ଟାହେଲା ଖାଦ୍ୟ

ଦିଗପହଣ୍ଡି,୧ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧଖଣ୍ଡି ଗ୍ରାମରେ ମଙ୍ଗଳବାର ସରକାରଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଚାଲିଥିବାବେଳେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲା। ହଣ୍ଡାହାଣ୍ଡି ଜବତ କରିବା ସହ ଜବତ ରନ୍ଧାଖାଦ୍ୟ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରାୟ ୧୮୦ ଅନ୍ତେବାସୀଙ୍କୁ ଦିଆଯାଇଥିଲା। ସେହିପରି ଭୀଷ୍ମଗିରି ଗ୍ରାମ ଗୋପବନ୍ଧୁ ନଗରରେ ବାହାଘର ଭୋଜି ଚାଲିଥିବାବେଳେ ସ୍ଥାନୀୟ ପୋଲିସ ଚଢ଼ାଉ କରି ସମସ୍ତ ରନ୍ଧାଖାଦ୍ୟ ଜବତ କରିଥିଲା। ସରପଞ୍ଚ ପିତାମ୍ବର ଗୌଡଙ୍କ ଉପସ୍ଥିତିରେ ଜବତ ଖାଦ୍ୟ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଫସଲ ନଷ୍ଟ ହେଉଛି: ଜିଲାପାଳଙ୍କୁ ଭେଟିଲା ଯଯାତୀ କୃଷକ ସଂଗଠନ

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.)- ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ଯୋଗୁ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର, ବାଲିଆମୁଣ୍ଡୁଳୀ, ଦକ୍ଷିଣବିଲ, ମୋଗଲପୁର, ବାଛିଆରୀ, ରାଣୁଆ, ଧନିପୁର, ମାର୍କଣ୍ଡପୁର, ବଇଭୂଇଁ...

ବର୍ଷା ହେଲେ ସ୍କୁଲର ଅବସ୍ଥା ବେହାଲ: ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଜାଗେଶପଦର ପ୍ରାଥମିକ...

ବ୍ୟାସ ସରୋବରରେ ହେବ ହରିଣ ପାର୍କ

କଳିଙ୍ଗନଗର, ୬।୨ (ଡି.ଏନ୍‌.ଏ.): ପବିତ୍ର ଭୌମ ଏକାଦଶୀ ତିଥି ଅବସରରେ ବ୍ୟାସନଗରସ୍ଥିତ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ବୁଧବାରଠାରୁ ବ୍ୟାସ ସରୋବର ମହୋତ୍ସବ ଆରମ୍ଭ...

ଦବିଲା ଇଂରେଜ ଅମଳର ପୋଲ

ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ...

୧୦୭ ଭୋଟ ପାଇ ପାରାଦୀପ ମଜଦୁର ସଂଘ ପ୍ରଥମ

ପାରାଦୀପ,୨୯।୧୦(ସ୍ବ.ପ୍ର.): ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ବୋର୍ଡ ସଦସ୍ୟ)ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏଥିରେ ପାରାଦୀପ ବନ୍ଦର ମଜ୍‌ଦୁର ସଂଘ ୧୦୭ ଓ...

ବ୍ଲଡବ୍ୟାଙ୍କରେ ନାହିଁ ରକ୍ତ, ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ସୋନପୁର,୫।୪(ନି.ପ୍ର)-କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି । ଦେଶରେ ଗତ ୨୪ ତାରିଖ ମଧ୍ୟରାତ୍ରରୁ ଲକଡାଉନ ଘୋଷଣା ହୋଇଛି । ଜରୁରି...

ବ୍ରିଜ୍‌ ତଳକୁ ଖସିପଡିଲା ଇନୋଭା, ଜଣଙ୍କ ଜୀବନ ଗଲା

ରାୟଗଡା ଅଫିସ, ୫।୧୨: ରାୟଗଡା ଜିଲା ରାଫକଣା ବ୍ରିଜ ଉପରେ ଇନୋଭା କାର ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାସହ...

ଚାଷୀଙ୍କୁ ଦେଖି ଦୌଡ଼ିଲେ କୁନ୍ଦୁରା ଲାମ୍ପସ କର୍ମଚାରୀ

ଜୟପୁର, ୨୧ା୩(ନି.ପ୍ର.):କୋରାପୁଟ ଜିଲା କୁନ୍ଦୁରା ଲାମ୍ପରେ ଜାଲ ଦସ୍ତଖତ କରି ଚାଷୀଙ୍କ ବହୁ ପରିମାଣର ଟଙ୍କା ଲୁଟ୍‌ ହୋଇଛି। ଏହା ଜାଣିବା ପରେ ଚାଷୀ ଚିନ୍ତାରେ...

Advertisement
Archives

Model This Week