ଆଜି ବିଶ୍ୱ ପଖାଳ ଦିବସ: ପୁରୁଣା ଦିନକୁ ମନେ ପକାଇ ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦ ହେଉଛି ବିଶ୍ୱ ପଖାଳ ଦିବସ। ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନ୍ୟ ନେତାମାନଙ୍କ ସହ ଏକାଠି ବସି ପଖାଳ ଖାଉଥିବାର ଏକ ପୁରୁଣା ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ କ୍ୟାପଶନ ଲେଖିଛନ୍ତି, ଓଡ଼ିଆ ରୋଷେଇକୁ ଉପଭୋଗ କରିବା ସର୍ବଦା ଆନନ୍ଦଦାୟକ। ବିଶେଷକରି ମୋର ପ୍ରିୟ ପଖାଳ, ଯାହାକୁ ମୁଁ ଖୁବ୍‌ ପସନ୍ଦ କରେ। ଯେତେବେଳେ ଆମେ ଦେଶ ତଥା ଦେଶ ବାହାରର ଅତିଥିଙ୍କୁ ପଖାଳ ଖାଇବାକୁ ଦେଇଥିଲୁ। ଏଥିସହ ମୁଖ୍ୟମନ୍ତ୍ରୀ ବିଶ୍ୱ ପଖାଳ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଭବାନୀପାଟଣା,୯ା୯(ଡି.ଏନ୍‌.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି...

ପୋଷ୍ଟରରେ ଶକ୍ତି ପ୍ରଦର୍ଶନ

କଟକ ଅଫିସ,୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୋମବାର କଟକ ଗସ୍ତକୁ ନେଇ ଭାଜପା କର୍ମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ତାଙ୍କୁ ସ୍ବାଗତ,...

ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି...

ସାହିତ୍ୟ ସଂସ୍କୃତିର ମକର ମିଳନ

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ) ସାହିତ୍ୟ ସଂସ୍କୃତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିିକ ସ୍କୁଲ ପରିସରରେ ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟାସକବି...

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...

ଗଳାବାଟ ଦେଇ ଚାଲିଛି ଆନ୍ତଃ ରାଜ୍ୟ ବସ୍‌, ଚାରିଚକିଆ ଯାନ

ଜଳେଶ୍ୱର,୨୦।୪(ଡି.ଏନ.ଏ.)-କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ସୋମବାରଠାରୁ ଆନ୍ତଃ ରାଜ୍ୟ ଯାନବାହନ ଚଳାଚଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଅନ୍ୟପକ୍ଷରେ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା...

Advertisement
Archives

Model This Week