ପୁଣି ଚଢିଲା ତାପମାତ୍ରା: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୨୨।୧୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ପାରଦ ଉପରମୁହାଁ। ଗତ ୩ ଦିନ ତଳେ ପାରଦ ୭ ଡିଗ୍ରୀ ରହିଥିବାବେଳେ ହଠାତ ତାପମାତ୍ରା ଉପରମୁହାଁ ହୋଇ ଶନିବାର ସର୍ବନିମ୍ନ ୧୪ ଡିଗ୍ରୀରେ ପହଞ୍ଚିଛି । ଫଳରେ ଶୀତ ଅନୁଭୂତ କମିଛି। ସେପଟେ ଶନିବାର ଓ ରବିବାର ଛୁଟି କାଟିବାକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିର ଏଭଳି ଶୀତ ନ ଥିବା ଜାଣି ନିରାଶ ହୋଇଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳର ପର୍ଯ୍ୟଟକ ସମରେନ୍ଦ୍ର ସାହୁ କହିଛନ୍ତି, ସେ ଦାରିଙ୍ଗବାଡି ସମେତ ତୁମୁଡିବନ୍ଧ ଓ ବାଲିଗୁଡା ଅଞ୍ଚଳରେ ବୁଲିବାକୁ ଶୀତ ଶୁଣି ଆସିଥିଲି। ଏବେ ଶୀତ ନ ଥିବାରୁ ମନ ଦୁଃଖ ଲାଗିଲା। ପୁଣି ସେ ଡିସେମ୍ବରରେ ନିଶ୍ଚିତ ଶୀତ ଅନୁଭୂତ କରିବାକୁ ଆସିବି। ପ୍ରତ୍ୟେକ ବର୍ଷ ଆମେ ଏଠାକୁ ଆସୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାପମାତ୍ରା କମିବା କାରଣ ପଛରେ ଆସୁଥିବା ଲଘୁଚାପ ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ମହିଳା: ଏକୁଟିଆପାଇ ଟଣାଓଟରା କଲେ, ଏବେ ଥାନାରେ…

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ସଲମାନ ହିରୋ, ବିବେକ ଭିଲେନ୍‌; ବକ୍ସ ଅଫିସରେ ମୁହାଁମୁହିଁ ହେବେ…

ମୁମ୍ବାଇ: ୨୦୨୭ ମସିହା ଇଦ୍‌ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ…

ଥୁଆମୂଳରାମପୁରରେ ଗ୍ୟାସ ସଙ୍କଟ: ଉଜ୍ଜ୍ୱଳା ଯୋଜନା ଫେଲ, ଧୂଆଁରେ ଶ୍ୱାସରୁଦ୍ଧ ହେଉଛି ଜୀବନ

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଏବେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ସରକାର ‘ଉଜ୍ଜ୍ୱଳା ଯୋଜନା’ ମାଧ୍ୟମରେ ଘରେ…

RCBକୁ ବହୁତ ବଡ଼ ଝଟ୍‌କା: ୧୧ ଛକା ମାରିଥିବା ଖେଳାଳି ଦଳରୁ ବାହାର, ଡେବ୍ୟୁ କଲେ…

ବେଙ୍ଗାଲୁରୁ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ ଜିତି ପ୍ରଥମେ ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ତେବେ ମ୍ୟାଚ୍‌ ଆରମ୍ଭରୁ ହିଁ ଆରସିବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri