Posted inଜାତୀୟ

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ ସାମିଲ ହୋଇଛନ୍ତି। ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଆଇସୋଲେଶନରେ ରହିଚନ୍ତି। ତାଙ୍କ ସ୍ବାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ ନଜର ରଖିଛନ୍ତି। ଏବେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କାବେରୀ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ତାମିଲନାଡୁ ରାଜଭବନର ୮୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ତଥ୍ୟ ଦେଇ ୨ ଯବାନ ଗିରଫ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୋପନ ତଥ୍ୟ ଦେବା ଅଭିଯୋଗରେ ୨ ଯବାନଙ୍କୁ ଗିରଫ କରାଯାଇଛି। ଲାନ୍ସ ନାଏକ...

କରୋନା ଯୁଦ୍ଧରେ ଭାରତ ଆଗରେ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୭।୪: ଭାରତ କରୋନା ଯୁଦ୍ଧରେ ଆଗରେ ରହିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି...

କଂଗ୍ରେସ କ୍ଷମତାକୁ ଆସିଲେ ପୁରୁଣା ପେନସନ୍‌ ସ୍କିମ୍‌ କରାଯିବ ଲାଗୁ: ରାହୁଲ

ହାଇଦ୍ରାବାଦ୍‌,୩୦।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ରବିବାର ଏହି ଯାତ୍ରା ଗୋଲାପାଲୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ କାର୍ଯ୍ୟକର୍ତ୍ତା...

ଆପଣ ନୁହନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଶିବରାଜଙ୍କୁ କମଲନାଥଙ୍କ କଟାକ୍ଷ…

ଭୋପାଳ,୨୫।୯ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋପାଳ ଗସ୍ତ ସମ୍ପର୍କରେ କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଟାକ୍ଷ...

‘ଦିନେ କେଜରିୱାଲଙ୍କ ଅହଙ୍କାର ଭାଙ୍ଗିବ’

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉକୁ ନେଇ ରାଜନୀତି ଜୋର ଧରିଛି। ଉଭୟ ଆମ ଆଦମୀ ପାର୍ଟି ଓ ଭାଜପା...

ଦିଗ୍‌ବିଜୟଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୮।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ନାଁରେ ଏକ ମାନହାନି ମାମଲା ରୁଜୁ କରାଯାଇଛି। ଭାଜପା ଓ ବଜରଙ୍ଗ ଦଳ ପାକିସ୍ତାନୀ...

ଜି-୨୦ ବୈଠକରେ ଯୋଗଦେବେ ନାହିଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ!

ନୂଆଦିଲ୍ଲୀ/ବେଜିଂ,୩୧।୮: ସେପ୍ଟେମ୍ବର ୮ ରୁ ୧୦ ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ।...

ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଳୀ,୨ା୩: ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେ ନେଇ ମଙ୍ଗଳାବର ଇଣ୍ଡିଆନ୍‌ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍‌ଡି)...

Advertisement
Archives

Model This Week