ସାରା ଜୀବନ ସମସ୍ତେ ନିଜକୁ Adjustment କରୁଛନ୍ତି: ସିଦ୍ଧାନ୍ତ ମହାପାତ୍ର
ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ କାର୍ଯ୍ୟକ୍ରମରେ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମା’ ଗର୍ଭରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ତେ ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଚଳନ୍ତି ଏବଂ ବଞ୍ଚିବା ପାଇଁ ଏହା…

