ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାକ କଟିଲା: ମୁନିରଙ୍କୁ ଉପହାର ଦେଇ ଫସିଲେ ଇସଲାମାବାଦ୍,୨୬।୫: ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନର ଅବସ୍ଥା ବେହାଲ ହୋଇଯାଇଛି। ୧୩ଟି ସାମରିକ ଘାଟି ନଷ୍ଟ କରିବା ସତ୍ତ୍ୱେ, ପ୍ରଥମେ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ଦିଆଯାଇଥିଲା ଏବଂ ଏବେ ଭାରତ ଉପରେ ମିଥ୍ୟା ଆକ୍ରମଣର କାହାଣୀ...