ଅଲୋଡ଼ା ରେକର୍ଡର ନିକଟତର ହେଲେ କୋହଲି
କେପଟାଉନ,୪।୧: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟରେ ୨୦ ଥର ପାଇଁ ବିରାଟ ୪୦ ରୁ ୪୯…
IND vs SA: ଟେଷ୍ଟ କ୍ରିକେଟରେ ସବୁଠାରୁ ରୋମାଞ୍ଚକର ଦିନ, ଗୋଟିଏ ଦିନରେ ୨୩ ଉଇକେଟର ପତନ
କେପ୍ଟାଉନ୍,୩ା୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୨୩ ଉଇକେଟର ପତନ ଘଟିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍ରେ ଅଲଆଉଟ ହୋଇଥିବା ବେଳେ ଜବାବରେ ଭାରତ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ…
କୁନି ପ୍ରଶଂସକଙ୍କ ସ୍ବପ୍ନ ପୂରଣ କଲେ କୋହଲି
ସେଞ୍ଚୁରିଅନ, ୨୮।୧୨: ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ଦକ୍ଷିଣ ଆଫ୍ରିକାର କୁନି କ୍ରିକେଟ ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ସହ ଦେଖାଯାଇଛି। ମ୍ୟାଚ୍ରେ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ସେଞ୍ଚୁରିଅନ,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ ଇତିହାସ…
ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଦଳରେ ଯୋଗ ଦେଲେ ଏହି ଖେଳାଳି
ସେଞ୍ଚୁରିଅନ୍,୨୫।୧୨: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତି ନାହିଁ।…
ମହାରେକର୍ଡ ଲକ୍ଷ୍ୟରେ ବିରାଟ କୋହଲି
ସେଞ୍ଚୁରିଅନ,୨୫।୧୨: ୨୦୨୩ ବର୍ଷର ଶେଷ ମ୍ୟାଚ ଖେଳିବାକୁ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଟିମ…
ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ…
ଗୁଗଲ୍ର ‘ଅଲ୍ ଟାଇମ୍ ମୋଷ୍ଟ୍ ସର୍ଚ୍ଚ’ ଭିଡିଓରେ ସାମିଲ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଚଳିତବର୍ଷରେ ଗୁଗଲ୍ରେ ସର୍ବାଧିକ ଆଲୋଚନା ହୋଇଥିବା ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ଏକମାତ୍ର କ୍ରିକେଟର୍ ଭାବେ ବିରାଟ କୋହଲି ସାମିଲ ହୋଇଛନ୍ତି। ଗୁଗଲ୍ ଏହି ଭିଡିଓରେ ବିଭିନ୍ନ…
କୋହଲି-ରୋହିତ ନୁହେଁ,ଏହି ଖେଳାଳିଙ୍କୁ ଗୁଗଲ୍ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ
ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ କ୍ରିକେଟ ଦୁନିଆରେ ଅନେକ ବଡ ଟୁର୍ନାମେଣ୍ଟ ଖେଳାଯାଇଥିଲା। ପ୍ରତିବର୍ଷ ପରି ଗୁଗଲ ଚଳିତ ବର୍ଷର ଗୁଗ୍ଲ ଟ୍ରେଣ୍ଡ ବିଷୟରେ ସୂଚନା ଦେଇଛି। ୨୦୨୩ରେ ସର୍ବାଧିକ ସର୍ଚ୍ଚ ଯାଇଥିବା ବିଷୟ ଉପରେ…
କୋହଲି-ବ୍ରାଡମ୍ୟାନ୍ଙ୍କ କ୍ଲବ୍ରେ ଯୋଗଦେଲେ ୱିଲିୟମସନ
ସିଲହେଟ,୩୦।୧୧: ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିଲହେଟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୩୧୦ ରନ ସଂଗ୍ରହ କରିଛି। ଏହାର ଜବାବରେ ଦ୍ୱିତୀୟ…
କୋହଲିଙ୍କ କାନ୍ଧରେ ଝୁଲିବା ପଡ଼ିଲା ମହଙ୍ଗା: ବିଦେଶୀ ଦର୍ଶକଙ୍କ ନାଁରେ ମାମଲା ରୁଜୁ
ଅହମ୍ମଦାବାଦ୍,୨୦।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ୍ ମ୍ୟାଚ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭିଭିଆଇପିମାନେ ଆସିଥିଲେ। ତେବେ ମ୍ୟାଚ ସମୟରେ ଏକ ବଡ଼…
ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼: ଦେଖିଲେ ଆଖି ଖାଇଯିବ ଧୋକା
ଅହମ୍ମଦାବାଦ୍,୧୯।୧୧: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ୍ ମ୍ୟାଚ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ବିରାଟ କୋହଲି ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ସମଗ୍ର…
Archives


