Tag Archives: virat kohli

କୋହଲିଙ୍କୁ ମିଳିଗଲା ନୂଆ ‘ବେଷ୍ଟ୍‌ ଫ୍ରେଣ୍ଡ’: ମ୍ୟାଚ୍‌ ଚାଲିଥିବାବେଳେ କାହା ସହ ଗପିଲେ ଜାଣନ୍ତୁ

କଟକ,୨।୧୦: କଟକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ କେଭିନ ପିଟରସେନଙ୍କ ସହ ବିରାଟ କୋହଲିଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି। ମ୍ୟାଚ ସମୟରେ ତାଙ୍କୁ ପିଟରସେନଙ୍କ ସହିତ ହସୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଭାଇରାଲ ଫଟୋଗୁଡ଼ିକ ଇଂଲଣ୍ଡ…

କଟକରେ ୩ ବଡ଼ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଭାଙ୍ଗିଲେ ଅନେକ କିମ୍ବଦନ୍ତୀଙ୍କ ରେକର୍ଡ

କଟକ,୧୦।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ସେ କଟକରେ ପୁଣି ଥରେ ତାହା ପ୍ରମାଣ କରିଦେଖାଇଛନ୍ତି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆରେ ସର୍ବାଧିକ ରନ ସ୍କୋର କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ…

Playing-11କୁ ଫେରିଲେ ବିରାଟ, ବାଦ୍‌ ପଡ଼ିଲେ…

କଟକ,୯ା୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଦିନିକିଆ ମ୍ୟାଚ୍‌ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ ମାଧ୍ୟମରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଏହି…

୯୪ ରନ୍‌ କରିବା ମାତ୍ରେ ଇତିହାସ ରଚିବେ ବିରାଟ କୋହଲି: କଟକରେ ହୋଇପାରେ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୭।୨: ନାଗପୁରରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ନ ଥିଲେ ବିରାଟ କୋହଲି। ଆଣ୍ଠୁ ସମସ୍ୟା ଯୋଗୁ କିଙ୍ଗ କୋହଲି ନାଗପୁର ଦିନିକିଆରେ ଅଂଶଗ୍ରହଣ କରିପାରି ନ ଥିଲେ। ଏବେ ସିରିଜର ଦ୍ୱିତୀୟ ମ୍ୟାଚ…

କ’ଣ ବିରାଟ କୋହଲି ବାରବାଟୀ ଦିନିକିଆରେ ଖେଳିବା ପୂର୍ବରୁ ଫିଟ୍ ହୋଇପାରିବେ ?

ଭୁବନେଶ୍ୱର, ୭ା୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ନାଗପୁରରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିପାରି ନଥିଲେ କାରଣ ତାଙ୍କର ଡାହାଣ ଆଣ୍ଠୁ ଫୁଲିଯାଇଥିଲା। ଏହା ଫିଟନେସ୍ ପ୍ରତି ସଚେତନ ବ୍ୟାଟରଙ୍କ ପାଇଁ ଏକ ଅସାଧାରଣ ଘଟଣା। ଯଦିଓ ତାଙ୍କୁ…

କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍‌

ନାଗପୁର,୭।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ନ ଖେଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କୋହଲି ବିଶ୍ୱର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ, ତେଣୁ ଫିଟନେସ କାରଣରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ ଦିଆଯିବା ଏକ ଏପରି ଖବର…

ଟସ୍‌ ଜିତିଲା ଇଂଲଣ୍ଡ: ବାଦ୍‌ ପଡ଼ିଲେ କୋହଲି, ଡେବ୍ୟୁ କରିବେ ୨ ଖେଳାଳି

ନାଗପୁର,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଉଛି। ଏହାର ପ୍ରଥମ ମ୍ୟାଚ ଆଜି ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡ ବିପକ୍ଷରେ…

ଏ କ’ଣ କରିଦେଲେ ବିରାଟ କୋହଲି…ତାଙ୍କ ଆଗରେ ବଲିଉଡ୍‌ ଅଭିନେତା ଫେଲ୍‌

ନାଗପୁର,୪।୨: ବିରାଟ କୋହଲି କ୍ରିକେଟ ପଡ଼ିଆରେ ରନ ସଂଗ୍ରହ କରୁନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଗତ ବର୍ଷ ତାଙ୍କ ପାଇଁ ଭଲ ଚାଲି ନ ଥିଲା ଏବଂ ଏବେ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ମାତ୍ର ୬ ରନ…

କ୍ଲିନ୍‌ବୋଲ୍ଡ ହେଲେ ବିରାଟ କୋହଲି: ଷ୍ଟାଡିୟମରେ ଖେଳିଗଲା ନିରାଶା

ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ମଧ୍ୟ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ରେଲୱେ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ କୋହଲି ମାତ୍ର ୬ ରନ କରି ଆଉଟ ହୋଇଥିଲେ। ତାଙ୍କୁ ହିମାଂଶୁ ସାଙ୍ଗୱାନ କ୍ଲିନ ବୋଲ୍ଡ କରିଛନ୍ତି। ବିରାଟ ଗତ…

ଅନୁଷ୍କାଙ୍କ ଚିନ୍ତାରେ ଖେଳିପାରୁ ନାହାନ୍ତି ବିରାଟ, ବଡ଼ ବୟାନ ଦେଲେ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୪।୧: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ୍ କହିଛନ୍ତି ଯେ ବର୍ତମାନ ସମୟରେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପଡ଼ିଆରେ ଘଟୁଥିବା ଘଟଣା ଅପେକ୍ଷା “ବାହାରେ ଘଟୁଥିବା ଘଟଣା” ଯୋଗୁଁ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି…

‘କୋହଲିଙ୍କ ଏଭଳି ବ୍ୟବହାର ପାଇଁ ଦଳର କ୍ଷତି ହେଉଛି’

ନୂଆଦିଲ୍ଲୀ,୭।୧: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ଏହାଛଡ଼ା ମଇଦାନରେ ନିଜର ଆକ୍ରାମକ ସ୍ବଭାବ ଏବଂ ବିରୋଧୀ ଟିମ୍‌ର ଦର୍ଶକଙ୍କୁ ଜବାବ ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି…

ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…

ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟରେ ହାସଲ କରିଛନ୍ତି। ନୀତିଶ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?