ଅବିବାହିତା ଝିଅଙ୍କୁ ଭରଣପୋଷଣ ଦେବା ମାତାପିତାଙ୍କ ପାଇଁ ବାଧ୍ୟତାମୂଳକ: ହାଇକୋର୍ଟଙ୍କ ରାୟ… ପ୍ରୟାଗରାଜ,୧୮।୧ : ଆହ୍ଲାବାଦ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ପରିବାରର ଅବିବାହିତ ଝିଅମାନେ ମଧ୍ୟ ସେମାନଙ୍କ ମାତାପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର। କୋର୍ଟ ଏହା ମଧ୍ୟ କହିଛନ୍ତି ଏହି ଝିଅମାନେ ଯେ କୌଣସି ଧର୍ମ କିମ୍ବା ବୟସର...