କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ...