ସମବାୟ ସଭାପତିଙ୍କ ହତ୍ୟାକାରୀକୁ ଗିରଫ ଦାବି ଅମରପାଲି, ୨୨।୯ (ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ପ୍ରଦୀପ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ଚାରିଦିନ ବିତିଲାଣି। ହେଲେ ହତ୍ୟାକାରୀଙ୍କୁ ଗିରଫ କରି ପାରିନି ପୋଲିସ। ମାମଲା ରୁଜୁ କରି ପୋଲିସ ଚୁପ୍ ହୋଇ ବସିଛି।...