ଷ୍ଟିଫେନ୍ଙ୍କୁ ଚିଫ୍ ଅଫ୍ ଷ୍ଟାଫ୍ ଦାୟିତ୍ୱ ଦେଲେ ଟ୍ରମ୍ପ୍
ଓ୍ବାଶିଂଟନ, ୮ା୧୧: ମଧ୍ୟବର୍ତ୍ତୀ ନିର୍ବାଚନରେ ବଡ଼ ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜର ଆଭିମୁଖ୍ୟକୁ ଅଧିକ ଆକ୍ରମଣାତ୍ମକ କରି ହ୍ବାଇଟ ହାଉସର ନୂଆ ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ କଠୋରପନ୍ଥୀ ଷ୍ଟିଫେନ୍ ମିଲରଙ୍କ ନାମ ଘୋଷଣା କରିଛନ୍ତି। ‘ଆମେରିକା…

