ଅଟୋ ଓଲଟି ଶ୍ରମିକଙ୍କ ଜୀବନ ଗଲା
ସମ୍ବଲପୁର, ୨୫।୧୧(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଥାନା ଭୋଇପାଲି ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘେନୁପାଲି ଅଞ୍ଚଳର କ୍ଷମାଶିଳ ମିର୍ଞ୍ଚା (୪୫)। ସଦର ଥାନା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ…
ଚାଷୀଙ୍କ ଆନ୍ଦୋଳନ ଜାରି, ଜାତୀୟ ରାଜପଥ ଅବରୋଧ
ସମ୍ବଲପୁର, ୨୧।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଟୋକନକୁ ବିରୋଧ ଏବଂ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି। ଗୁରୁବାର ଚାଷୀ ସଂଗଠନ ପକ୍ଷରୁ ଘୋଷଣା ମୁତାବକ ଅପରାହ୍ନ ୧ଟାରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଜାଜୀୟ ରାଜପଥ ୫୫ ବରେଇପାଲି…
ମହାଲିଙ୍ଗା ମହାବିଦ୍ୟାଳୟଠାରେ ଗ୍ରାମପଞ୍ଚାୟତ ତରଫରୁ ଚାରାରୋପଣ
ଗୋଲାମୁଣ୍ଡା/କେଗାଁ,୧୫।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗା ଗ୍ରାମପଞ୍ଚାୟତ ତରଫରୁ ସ୍ଥାନୀୟ ଆଞ୍ଚଳକି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି…
ବର୍ଷା ପାଇଁ ଇନ୍ଦ୍ରପୂଜା କଲେ ତରବୋଡ ଗ୍ରାମବାସୀ
ନୂଆପଡା ଅଫିସ/ତରବୋଡ,୪।୮(ଡି.ଏନ.ଏ.)ନୂଆପଡା ଜିଲାରେ ଲାଗ ଲାଗ ମରୁଡି ପରିସ୍ଥିତି ଉପୁଜୁଛି । ଗତବର୍ଷ ଭଳି ଏଥର ମଧ୍ୟ ଜିଲାବ୍ୟାପି ମରୁଡି ସ୍ଥିତି ଆସିଥିବାବେଳେ ଚାଷୀକୂଳ ଇତସ୍ତତଃ ହୋଇପଡିଛନ୍ତି । ଅଗଷ୍ଟ ମାସ ଆସିଥିବାବେଳେ ଚାଷ କାର୍ଯ୍ୟ ଅଧୁରା ହୋଇପଡିଛି। ଧାନ ରୁଆ…
ସୋନପୁର ପ୍ରିମିୟର ଫୁଟବଲ ଲିଗ: ଯତୀନ୍ ଫାଇଟର ଚାମ୍ପିୟନ
ସୋନପୁର,୨୮ା୭(ନି.ପ୍ର.):ଯତୀନ୍ ଫାଇଟର ସୋନପୁର ପ୍ରିମିୟର ଫୁଟବଲ ଲିଗ୍ ଚାମ୍ପିୟନ ହୋଇଛି। ସୋନପୁର ବୁଢି ସମଲେଇ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ କଲେଜ ପଡିଆରେ ଚାଲିଥିବା ଲିଗ୍ର ରବିବାର ଥିଲା ବହୁ ପ୍ରତିକ୍ଷିତ ଫାଇନାଲ ମ୍ୟାଚ୍। ଯତୀନ୍ ଫାଇଟର ଓ ସୁରେଶ୍ୱରୀ ୱାରିୟର୍ସ…
କୃଷିବୀମାରେ ଅନିୟମିତତା, ଆନ୍ଦୋଳନ ପାଇଁ ସଜବାଜ
ପଦ୍ମପୁର, ୨୮।୭ (ଡି.ଏନ.ଏ):ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ବୀମା କମ୍ପାନୀ ଚଞ୍ଚକତା କରିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ବରଂ ଚାଷୀଙ୍କ ମନୋବଳ ଭାଙ୍ଗିବା ପାଇଁ ଚେଷ୍ଟା…
ହେଲ୍ମେଟ୍, ନିରାପତ୍ତା ବେଲଟ୍ ଯାଞ୍ଚ:ଲୋକଙ୍କୁ ଫାଇନ୍: ପୋଲିସ କର୍ମଚାରୀଙ୍କୁ ଛାଡ଼
କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍ମେଟ୍ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍ ଯାଞ୍ଚ କରାଯାଉଥିଲା। ଯାଞ୍ଚବେଳେ ସାଧାରଣ ଜନତାଙ୍କଠାରୁ ଫାଇନ ଆଦାୟ କରାଯାଉଥିବାବେଳେ ପୋଲିସ କର୍ମଚାରୀ ଓ କୁତ୍ରା…
ମଦ ସହ ବାଇକ ଜବତ କରି ପୋଲିସ ଜିମାଦେଲେ ଏସ୍ଏଚ୍ଜି ମହିଳା
ଦେଓଗାଁ,୨୧ା୭(ଡି.ଏନ.ଏ.)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କେନ୍ଦୁଘାଟ ଗ୍ରାମର ମହିଳା ଗୋଷ୍ଠୀର ସଦସ୍ୟାମାନେ ରବିବାର ଜଣେ ବେପାରୀଙ୍କଠାରୁ ମଦ ଓ ବାଇକ ଜବତ କରି ପୋଲିସ ଜିମା ଦେଇଛନ୍ତି। ଗ୍ରାମରେ ପ୍ରତିଦିନ ଦେଶୀରନ୍ଧା ମଦ ବିକ୍ରୀ କରୁଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ପ୍ରାର୍ଦୁଭାବ ବୃଦ୍ଧି…
ବିପଦ ସଙ୍କୁଳ ତେଲ ନଦୀ ପୋଲ
ମନମୁଣ୍ଡା, ୨୯।୬ (ଡି.ଏନ.ଏ):ଦ୍ୱୈତ ସହର ମନମୁଣ୍ଡା-ସୋନପୁର ମଝିରେ ଥିବା ତେଲ ନଦୀ ପୋଲ ପଶ୍ଚିମ ଏବଂ ପୂର୍ବଦକ୍ଷିଣ ଓଡିଶାକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ତାହା ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲ ୧୯୭୩ ମସିହାରେ ନିର୍ମିତ ହୋଇଥିଲା। ପ୍ରଖର ସ୍ରୋତା…
ରିଜର୍ଭ ପ୍ରିମିୟର ଲିଗ୍ : ଖୁସି ଫାଇଟର ଚାମ୍ପିୟନ
ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍(ଆରପିଏଲ-୪) ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ୍ ଖୁସି ଫାଇଟର ଓ ମାନ୍ଭି ବ୍ଲାଷ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟି-୧୫ ଓ ଟି-୫ ଫର୍ମାଟ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଖୁସି ଫାଇଟର ବିଜୟୀ…
ସତ୍ୟବାଦୀ ବିଦ୍ୟାପୀଠ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ
ଉଲୁଣ୍ଡା/ଅମରପାଲି, ୨୩।୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ବିଦ୍ୟାପୀଠର ବିଜ୍ଞାନ କ୍ଲବକୁ ଚଳିତ ବର୍ଷର ଗୋଲ୍ଡ କ୍ଲବ ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ ପାଇଁ ରୁଚିପୂର୍ଣ୍ଣ ଶ୍ରେଣୀ ଶିକ୍ଷାଦାନ ଓ ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଯୋଗୁଁ କ୍ଲବ…
ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି
ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ସ୍କୁଲରେ…
Archives


