Tag Archives: salman khan

୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରି ନ ଥିଲେ ଏବଂ ସଙ୍ଗେ ସଙ୍ଗେ ସେଠାରୁ ପଳାଇ…

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ କରାଯିବ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ପୋଷ୍ଟମର୍ଟମ ହୋଇସାରିଛି…

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ…

ସଲମାନଙ୍କ ଘର ଉପରକୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

ମୁମ୍ବାଇ: ରବିବାର ସକାଳେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍‌ ଆରୋହୀ ବାନ୍ଦ୍ରାସ୍ଥିତ ଭାଇଜାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଗୁଳି ଚଳାଇ ପବନ ବେଗରେ ପଳାଇ ଯାଇଥିଲେ।…

ଏହି ବଲିଉଡ୍‌ ସେଲିବ୍ରିଟିଙ୍କୁ ମିଳିନାହିଁ ରାମମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ନିମନ୍ତ୍ରଣ

ଜାନୁୟାରୀ ୨୨ ଅର୍ଥାତ୍‌ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାର ସାକ୍ଷୀ ହେବାକୁ ଚାହାଁନ୍ତି। କିନ୍ତୁ…

ବିନା ଅନୁମମତିରେ ସଲମାନଙ୍କ ଫାର୍ମହାଉସରେ ପଶିଥିଲେ ୨ ବ୍ୟକ୍ତି: ଗିରଫ କଲା ପୋଲିସ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାନଭେଲ୍‌ ସ୍ଥିତ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାରଙ୍କୁ ଦେଖିବା ପାଇଁ ମୁମ୍ବାଇ…

ସୁପରଷ୍ଟାର ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ରେ ରାଜ୍‌ କରୁଥିବା ସୁପରଷ୍ଟାର ସଲମାନ ଖାନ୍‌ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି। ସେ ୧୯୮୮ରେ ଚଳଚ୍ଚିତ୍ର ‘ବିୱି…

ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କରିଥିଲେ। ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ସଲମାନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର…

ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍‌; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା

ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍‌ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କ ଝିଅ…

ପ୍ରଶଂସକଙ୍କ ସହ ଏଭଳି ବ୍ୟବହାର କଲେ ସଲମାନ୍‌, କିଛି ସେକେଣ୍ଡରେ ଭାଇରାଲ ହେଲା ଭିଡିଓ

ବମ୍ବେ: ବଲିଉଡ ଅଭିନେତା ସଲମାନ ଖାନ୍‌ ଏବେ ନିଜର ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଦେଶବିଦେଶରେ ଏହାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ…

Tiger 3 FIRST Review: ରିଲିଜ ହେଲା ଟାଇଗର-୩, ପ୍ରଶଂସକ କହିଲେ ଫିଲ୍ମ ବ୍ଲକବଷ୍ଟର

ମୁମ୍ବାଇ: ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ…

Video: ଦୁବାଇରେ ଏକାଠି ନଜର ଆସିଲେ କ୍ରିଷ୍ଟିଆନ ରୋନାଲଡୋ ଏବଂ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୯।୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ଖାନ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହିତ ନଜର ଆସୁଛନ୍ତି। ନିକଟରେ ସାଉଦୀ ଆରବରେ ଟାଇସନ ଫ୍ୟୁରୀ ଏବଂ ଫ୍ରାନ୍ସିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?