ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା, ଭାଙ୍ଗିଲା ବର୍ଷକର ରେକର୍ଡ ନୂଆଦିଲ୍ଲୀ, ୨।୫: ଭାରତୀୟ ଟଙ୍କା ଅକ୍ଟୋବର ୨୦୨୪ ପରଠାରୁ ନିଜର ଶକ୍ତିଶାଳୀ ଅବସ୍ଥାକୁ ଫେରିଛି। ଯେଉଁଥିରେ ଏହା ଆମେରିକୀୟ ଡଲାର ବିରୁଦ୍ଧରେ ପ୍ରତି ଡଲାର ପିଛା ୮୪ ଟଙ୍କାରେ ପହଞ୍ଚିଛି। ଅର୍ଥନୈତିକ ସ୍ଥିରତା, ବୈଦେଶିକ ବିନିଯୋଗରେ ବୃଦ୍ଧି ଏବଂ ରିଜର୍ଭ...