Tag Archives: rohit sharma

ବିରାଟଙ୍କ ଶତକରେ ଉତ୍ସବ ମନାଇଲେ ରୋହିତ ଶର୍ମା; ଡ୍ରେସିଂ ରୁମ୍‌ରୁ ପ୍ରତିକ୍ରିୟା ହେଲା ଭାଇରାଲ

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ରେକର୍ଡ଼ ୫୨ତମ ଶତକ ପରେ, ଡ୍ରେସିଂ ରୁମ୍‌ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ସାହପୂର୍ଣ୍ଣ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମାର୍କୋ ଜାନସେନ୍‌ଙ୍କ…

ଇତିହାସ ରଚିଲେ ରୋହିତ ଶର୍ମା; ସାହିଦ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ

ରାଞ୍ଚି,୩୦।୧୧: ଭାରତର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ…

ଟେଷ୍ଟ ଅବସରରୁ ଫେରିବେ ବିରାଟ କୋହଲି! ଜବାବ ଦେଲା BCCI

ମୁମ୍ବାଇ,୩୦।୧୧: ନିଜ ପ୍ରିୟର ଖେଳାଳି ବିରାଟ କୋହଲିଙ୍କୁ ପୁଣିଥରେ ଟେଷ୍ଟ ମ୍ୟାଚରେ ଦେଖିବାକୁ ଚାହୁଁଛନ୍ତି। ଅନେକ ସୋସିଆଲ ମିଡିଆରେ ଦାବି କରୁଛନ୍ତି କି ବିରାଟ ଅବସର ପ୍ରତ୍ୟାହାର କରି ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଅଧିନାୟକ ହେବେ ରୋହିତ! ବାଦ୍ ପଡ଼ିଲେ ଗିଲ୍

ମୁମ୍ବାଇ,୧୮।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ନେତୃତ୍ୱ ସଙ୍କଟ ଦେଇ ଗତି କରୁଛି। ନିୟମିତ ଅଧିନାୟକ ଶୁଭମନ ଗିଲ୍ ବେକରେ ଆଘାତ ଯୋଗୁଁ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ…

ପୁଅର ପ୍ରଥମ ଜନ୍ମଦିନ ପାଳିଲେ ରୋହିତ ଶର୍ମା, ଫଟୋ ଶେୟାର କରି କହିଲେ ମୁଁ ଜାଣିନି…

ମୁମ୍ବାଇ,୧୬ା୧୧: କ୍ରିକେଟର ରୋହିତ ଶର୍ମାଙ୍କ ପୁଅ ଆହାନ ଶର୍ମା ୧୫ ନଭେମ୍ବର ୨୦୨୪ରେ ଜନ୍ମଗ୍ରହଣ କରିଥିଲେ। ଆହାନ ତାଙ୍କର ଦ୍ୱିତୀୟ ସନ୍ତାନ। ଶନିବାର ରୋହିତ ତାଙ୍କ ସ୍ତ୍ରୀ ରିତିକା ଏବଂ ଝିଅ ସହିତ ଆହାନର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି। ସେ…

ଦଳରେ ନାହାଁନ୍ତି ରୋହିତ ଓ କୋହଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା

ମୁମ୍ବାଇ,୫।୧୧: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଆସନ୍ତା ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଙ୍କୁ…

ମହିଳା ବିଶ୍ୱକପ ଫାଇନାଲ ଜିତିବା ପରେ କାନ୍ଦି ପକାଇଲେ ରୋହିତ ଶର୍ମା, ବିରାଟ ହେଲେ ଇମୋଶନାଲ

ନୂଆଦିଲ୍ଲୀ,୩।୧୧: ଭାରତ ୨୦୨୫ ମହିଳା ବିଶ୍ୱକପ ଫାଇନାଲରେ ବିଜୟୀ ହୋଇଛି। ଟିମ ଇଣ୍ଡିଆର ବିଜୟ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି କରିଛି। ମହିଳା ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ପୁରୁଷ ଦଳର ଷ୍ଟାର…

ହୋଇଗଲା ଫାଇନାଲ, ଓ୍ବାର୍ଲଡ କପ ଖେଳିବେ ରୋହିତ-ବିରାଟ, ଏହା ପଛର କାରଣ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଏବଂ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ନିଜର ମତ ରଖିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଉଭୟ ଟିମ ଇଣ୍ଡିଆ ଷ୍ଟାର ୨୦୨୭ ODI ବିଶ୍ୱକପ ପାଇଁ…

‘ଶେଷ ଥର ପାଇଁ…’, ଅଷ୍ଟ୍ରେଲିଆରୁ ଫେରି ପୁଣିଥରେ ଅବସର କଥା କହିଲେ ରୋହିତ ଶର୍ମା

ସିଡ୍‌ନୀ/ଅଷ୍ଟ୍ରେଲିଆ,୨୬ା୧୦: ଦିନିକିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରୁ ବିଦାୟ ନେଇ ଭାରତ ଫେରି ଆସିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ପ୍ରଥମ ଥର ପାଇଁ…

ସନ୍ନ୍ୟାସ ନେବା ମୁଡ୍‌ରେ ନାହାନ୍ତି ରୋହିତ-କୋହଲି! ସିଡନୀ ବିଜୟ ପରେ ଖୋଲାଖୋଲି…

ନୂଆଦିଲ୍ଲୀ/ସିଡନୀ,୨୫।୧୦: ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ ଟିମ ଇଣ୍ଡିଆର ବିଜୟ ସହିତ ଶେଷ ହୋଇଥିଲା। ସିଡନୀରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ, ଭାରତ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଥିଲା। ହେଲେ ଅଷ୍ଟ୍ରେଲିଆ ସିରିଜକୁ ୨-୧ ରେ ଜିତିଥିଲା। କିନ୍ତୁ ଭାରତୀୟ ପ୍ରଶଂସକଙ୍କ…

ଜଣେ ଥିଲେ ବିରାଟ, ଜଣେ ଥିଲେ ରୋହିତ…, ଅଷ୍ଟ୍ରେଲିଆରେ ଶେଷ ହେବ ସୁପରଷ୍ଟାରଙ୍କ କାହାଣୀ!

ସିଡ଼ନୀ,୨୪।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି… ଏହି ଦୁଇଜଣ କେବଳ ଦୁଇଟି ନାମ ନୁହଁନ୍ତି, ବରଂ ଭାରତୀୟ କ୍ରିକେଟର ଗର୍ବ। ଦୁଇଟି ନାମ, କିନ୍ତୁ ଗୋଟିଏ ହୃଦୟ ଗୋଟିଏ ସ୍ପନ୍ଦନ। ଦୁଇଟି ଚରିତ୍ର, କିନ୍ତୁ ଗୋଟିଏ କାହାଣୀ। ଏହି ଯୋଡ଼ି…

ନୂଆ ଓପନର ରେଡ୍ଡି କଲେଣି ଗମ୍ଭୀର, ଏବେ ରୋହିତ ଶର୍ମାଙ୍କ ପାଖରେ ଶେଷ ସୁଯୋଗ?

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍‌ ଓଭାଲରେ ଖେଳାଯିବ। ଟିମ ଇଣ୍ଡିଆକୁ ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ, କାରଣ ମ୍ୟାଚ୍‌ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍‌ ଇଣ୍ଡିଆକୁ ଏହି ମ୍ୟାଚ୍‌ ଜିତିବା ପାଇଁ କଠିନ ପରିଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?