Tag Archives: rohit sharma

ଦଳର ପରାଜୟରେ ଭାଙ୍ଗିପଡିଲେ ରୋହିତ ଶର୍ମା: ପଡ଼ିଆରେ କାନ୍ଦିଲେ

ଅହମ୍ମଦାବାଦ୍‌,୧୯।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୬ ଉଇକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଛି। ଏଥି ସହିତ ଟିମ ଇଣ୍ଡିଆ ଆଇସିସି ଟ୍ରଫି ଜିତିବାର ଆଉ…

ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ବିଶ୍ୱକପରେ ନୂଆ ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ଜାରି ରହିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ​​ଏବଂ ପରେ ରୋହିତ ଅଳ୍ପ ସମୟ ମଧ୍ୟରେ ଏକ ନୂତନ ବିଶ୍ୱ…

ରୋହିତଙ୍କ ରଣହୁଙ୍କାର,ଫାଇନାଲ ପୂର୍ବରୁ ରଣନୀତି ନେଇ କହିଲେ ଏଭଳି…

ଅହମ୍ମଦାବାଦ,୧୮।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌କୁ ନେଇ ରଣହୁଙ୍କାର ଭରିଛନ୍ତି ଅଧିନାୟକ ରୋହିତ ଶର୍ମା। ଏଯାବତ ଦଳ ଯେଉଁଭଳି କ୍ରିକେଟ ଖେଳି ଆସିଛି ସେହିଭଳି ଫାଇନାଲରେ ମଧ୍ୟ ଖେଳିବ ବୋଲି ସେ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ…

ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା

ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ରେ ବିଜେତା ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି, ମୁଁ…

ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପରେ ମାରିଲେ ସର୍ବାଧିକ ଛକା

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ମେଗା ଇଭେଣ୍ଟ ଇତିହାସରେ ୩୬ ବର୍ଷୀୟ ରୋହିତ ୫୦ ଟି ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ୨୭…

ଦୀର୍ଘ ୭ ବର୍ଷ ପରେ ରୋହିତଙ୍କ ଏମିତି ଖେଳ ଦେଖି ନାଚି ଉଠିଲେ ପତ୍ନୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ବିଶ୍ୱକପ ଟୁର୍ନାମେଣ୍ଟରେ ନେଦରଲ୍ୟାଣ୍ଡ ବିପକ୍ଷରେ ୪୮ ଓଭରରେ ବୋଲିଂ କରିବାକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆସିଥିଲେ। ସେତେବେଳକୁ ଡଚ ଦଳର ପରାଜୟ ନିଶ୍ଚିତ ହୋଇଥିଲା। ରୋହିତ ଶର୍ମାଙ୍କ ପ୍ରଥମ ୩ବଲରେ ନେଦରଲ୍ୟାଣ୍ଡ ବ୍ୟାଟ୍ସମ୍ୟାନମାନେ ୧-୧ ରନ…

ଛକାର ବାଦଶାହ ହିଟମ୍ୟାନ ରୋହିତ ଶର୍ମା, ବିଶ୍ୱ ରେକର୍ଡ କରି ଡିଭିଲିୟର୍ସଙ୍କୁ ଦେଲେ ଚ୍ୟାଲେଞ୍ଜ

କୋଲକାତା,୫।୧୧: ଚଳିତ ବିଶ୍ୱକପରେ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଉତ୍କୃଷ୍ଟ ଇନିଂସ ଖେଳିଛନ୍ତି ଏବଂ ପ୍ରତ୍ୟେକ ଇନିଂସରେ ଛକା ବର୍ଷା କରିଛନ୍ତି। ବର୍ତ୍ତମାନର ବିଶ୍ୱକପରେ ମଧ୍ୟ ରୋହିତ ସମାନ ଭଲ ପ୍ରଦର୍ଶନ କରିଛନ୍ତି।…

ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା

ମୁମ୍ବାଇ, ୨।୧୧: ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍‌…

ଟିମ୍‌ ଇଣ୍ଡିଆକୁ ଲାଗିପାରେ ଝଟ୍‌କା ! ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଆହତ

ଲକ୍ଷ୍ନୌ,୨୯।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ଷ୍ଟାଡିୟମରେ ଅଭ୍ୟାସ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ଏହା କେତେ ଗୁରୁତର ତାହା ଜଣାପଡ଼ି ନାହିଁ। ହେଲେ ଯଦି ସେ ସମ୍ପୂର୍ଣ୍ଣ ଫିଟ୍‌…

ଏବେ ଚିନ୍ତାରେ ଭାରତ: ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ…

ପୁଣେ,୨୦।୧୦: ପୁଣେରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏନେଇ ଶେଷରେ ତାଙ୍କୁ ମଇଦାନ ଛାଡିବାକୁ ପଡ଼ିଥିଲା। ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ…

ଶର୍ଟ ବଲରେ ଆଉଟ ହୋଇ ରାଗିଗଲେ ରୋହିତ, ଭାଇରାଲ ହେଉଛି ରିଆକ୍ସନ

ପୁଣେ,୧୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରାଗର ରିଆକ୍ସନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଏକ ଶର୍ଟ ବଲରେ ଆଉଟ ହେବା ପରେ ରୋହିତ ଶର୍ମାଙ୍କଠାରୁ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରୋହିତ ଏକ ଭଲ…

ରୋହିତ ଶର୍ମାଙ୍କ ନାଁରେ ବଡ ସଫଳତା

ନୂଆଦିଲ୍ଲୀ,୧୯।୧୦: ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଭଲ ଆରମ୍ଭ କରିଥିଲେ। ତେବେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକ ହାସଲ କରିବାରେ ଅସଫଳ ହୋଇଥିଲେ। ରୋହିତ ଶର୍ମା ୪୦ ବଲରେ ୪୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?