ବିଲ୍ରେ ୫୦ ପଇସା ଅଧିକ ନେବା ପଡ଼ିଲା ମହଙ୍ଗା, ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା
ରେଷ୍ଟୁରାଣ୍ଟରେ ଖାଇବା ପରେ ବିଲ୍ରେ ଅଳ୍ପ କିଛି ଟଙ୍କା ଅଧିକ ନିଆଗଲେ ଅନେକ ଗ୍ରାହକ ଏହାକୁ ସାମାନ୍ୟ କଥା ଭାବି ଅଣଦେଖା କରିଦିଅନ୍ତି । କିନ୍ତୁ ରାଜସ୍ଥାନର ଜୟପୁରରେ ଏକ ରେଷ୍ଟୁରାଣ୍ଟକୁ ମାତ୍ର ୫୦ ପଇସା ଅଧିକ ନେବା ମହଙ୍ଗା ପଡ଼ିଛି…

