Tag Archives: rape

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବାବେଳେ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ହୋଇଥିବା ନେଇ…

୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ ଅନ୍ୟ ୨ ଜଣଙ୍କ ସହ ଖେଳିବା ପାଇଁ ଶନିବାର ସନ୍ଧ୍ୟାରେ ଘରୁ ବାହାରି…

ଚା’ର ପ୍ରଲୋଭନ ଦେଖାଇ ଜଙ୍ଗଲକୁ ନେଇଗଲେ, ୧୦ ବର୍ଷର ଝିଅକୁ ବଳାତ୍କାର କରି…

ନୂଆଦିଲ୍ଲୀ,୨୩।୧:  ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୦ ବର୍ଷର ଝିଅକୁ ଚା’ର ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେନ୍ଦ୍ରୀୟ ଦିଲ୍ଲୀର ପ୍ରସାଦ ନଗର ପୋଲିସ ଷ୍ଟେସନ ୧୨ ଘଣ୍ଟା…

ଶିଶୁକୁ ବି ଛାଡିଲେନି….୫ ବର୍ଷର ଶିଶୁଙ୍କୁ ସରପଞ୍ଚଙ୍କ ଯୌନ ନିର୍ଯାତନା, ମାଡ଼ ମାରି….

ନୂଆଦିଲ୍ଲୀ,୧୪।୧:   ତେଲେଙ୍ଗାନାର ୟଦାଦ୍ରି ଭୁବନଗିରି ଜିଲ୍ଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ।ଭୁବନଗିରି ମଣ୍ଡଳର ପେଞ୍ଚଲାପାଡୁ ଗାଁରେ, ସମାଜର ରକ୍ଷକ ଭାବରେ ବିବେଚିତ ପୂର୍ବତନ ସରପଞ୍ଚ ଏଲାୟା ଭକ୍ଷକ ସାଜିଛନ୍ତି । ଅଭିଯୁକ୍ତ ଏଲାୟାଙ୍କ ବିରୁଦ୍ଧରେ ଜଣେ ୫ ବର୍ଷର…

ଛାତି ଥରାଇଦେବ କାହାଣୀ; ନିଜ ଝିଅକୁ ଗଣବଳାତ୍କାର କରାଇଲେ ମାଆ, ଧର୍ମ ପରିବର୍ତ୍ତନ…

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମୋରାଦାବାଦରୁ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ମାଜୋଲା ଥାନା ଅଞ୍ଚଳରେ, ଜଣେ ନାବାଳିକା ଝିଅ ତାଙ୍କ ନିଜ ମାଆ, ଜଣେ ଯୁବକଙ୍କ ସମେତ ଛଅ ଜଣଙ୍କ ଉପରେ ଗଣବଳାତ୍କାର ଏବଂ ଧର୍ମ…

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ। ଅଭିଯୁକ୍ତ ଜଣକ ଲାଞ୍ଜିଗଡ଼ ବ୍ଳକ…

ବାପା  ଟଙ୍କା ପଠାଇଛନ୍ତି ଚପଲ କିଣିବା  କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଫୋନ୍‌ ଟ୍ରାକ୍‌ କରି…

ଦାରିଙ୍ଗବାଡି,୨୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି  ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରାଇଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ…

ଗାଈକୁ ବଳାତ୍କାର କଲେ ଯୁବକ, ମାଲିକ ପହଞ୍ଚି ଯିବାରୁ…

ବାସୁଦେବପୁର,୨୦ା୧୦(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍‌ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍‌ଡିଂ ଦୋକାନରେ ସେ…

ବ୍ରିଟେନରେ ଶିଖ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ କହିଲେ…

ବ୍ରିଟେନ,୧୩।୯: ୟୁକେର ଓଲ୍ଡବରୀ ସହରରେ ଦୁଇଜଣ ବ୍ୟକ୍ତି ଶିଖ ସମ୍ପ୍ରଦାୟର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହା ସହିତ, ଉଭୟ ଆକ୍ରମଣକାରୀ ମଧ୍ୟ ସେହି ଯୁବତୀଙ୍କୁ ସେମାନଙ୍କର ଜାତିଗତ ମନ୍ତବ୍ୟର ଶିକାର କରିଥିଲେ। ଆକ୍ରମଣକାରୀମାନେ ଯୁବତୀଙ୍କୁ ତାଙ୍କ ଦେଶକୁ…

ରାଜ୍ୟରେ ଅସୁରକ୍ଷିତ ମହିଳା, ଏହି ଜିଲାରେ ବଳାତ୍କାର ପରେ ବିଷ ପିଆଇ ଯୁବତୀଙ୍କୁ ହତ୍ୟା!

ନବରଙ୍ଗପୁର,୩।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ପାଖ ପଡ଼ିଆରୁ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀଙ୍କୁ ବଳାତ୍କାର ପରେ…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍‌ନାନ୍ସି ଟେଷ୍ଟ ବାଧ୍ୟତାମୂଳକ

ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ…

ଶୌଚ ପାଇଁ ବାହାରକୁ ଯାଇଥିବା ନାବାଳିକା ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର ଶିକାର

ରାଞ୍ଚି, ୮ା୬: ଝାଡ଼ଖଣ୍ଡର ଗୋଡ଼ଡା ଜିଲାରେ ଜଣେ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ୧୦ ଜଣ ପୁରୁଷ ଦ୍ୱାରା ଗଣବଳାତ୍କାର ଶିକାରହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସୁନ୍ଦର ପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri