ଯାଜପୁରରେ ଶୁଟିଂ ହେଲା ପୁଷ୍ପା-୨ ଯାଜପୁର,୨୨ା୧୦: ବହୁ ପ୍ରତିକ୍ଷିତ ତେଲୁଗୁ ଫିଲ୍ମ ପୁଷ୍ପା-୨ ଏକ ଦୃଶ୍ୟର ସୁଟିଂ ଓଡ଼ିଶାର ଯାଜପୁର ଜିଲାରେ ହୋଇଛି। ସୋମବାର ଜିଲାର କାଳିଆପାଣି ଥାନା ଓଏମ୍ସି କଲରଙ୍ଗି ଟ୍ରକ୍ ପାକିଂ ୟାର୍ଡରେ ନିକଟରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ବହୁଚର୍ଚ୍ଚିତ ପୁଷ୍ପା-୨...