ଡକାୟତି କରି ଫେରାର ହୋଇଯାଉଥିଲେ ଡକାୟତ ଗ୍ୟାଙ୍ଗ୍, ଧରିଲା ଗ୍ରାମାଞ୍ଚଳ ପୋଲିସ
ସାଲେପୁର,୩ା୮(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ...
ଦାରିଙ୍ଗବାଡ଼ି ବଜାରରେ ବୁଲୁଛନ୍ତି ରକ୍ତାକ୍ତ ବ୍ୟକ୍ତି, ମଦ ବୋତଲରେ ୨ ପୁତୁରା ଆକ୍ରମଣ କରି…
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକରେ ଜଣେ ରକ୍ତାକ୍ତ ବ୍ୟକ୍ତି ଘୂରି ବୁଲୁଥିବା ଜଣାପଡ଼ିଛି। ତାଙ୍କ ଘର ଉକ୍ତ ଥାନା ତେରବାଡ଼ି ଅଞ୍ଚଳର ହୋଇଥିବାବେଳେ ବ୍ୟକ୍ତି ଜଣକ ଧର୍ମେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ମିଳିଥିବା ସୂତ୍ର ଅନୁସାରେ, ଉକ୍ତ...
ଆକ୍ସନ ମୋଡ୍ରେ ପୋଲିସ: ଥାନା ଚାରିପଟୁ ଆରମ୍ଭ କଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଚାରିପଟକୁ ଜବରଦଖଲ କରି ଏକାଧିକ ଲୋକ ବସବାସ କରୁଛନ୍ତି। ଏବେ ଉକ୍ତ ଜବରଦଖଲକୁ ଥାନା ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ କରାଯାଇଛି। ଥାନା ଅଧିକାରୀ ତଥା ଡିଏସ୍ପି କନକ କୁମାର ମାଝୀଙ୍କ...
ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ
ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲକ୍ଷ୍ନୌସ୍ଥିତ ଡିଫେନ୍ସ ଏକ୍ସପୋ ଭେନ୍ୟୁରେ ପହଞ୍ଚି ଅବସରପ୍ରାପ୍ତ ସେନା ହାବିଲଦାର ୟଶପାଲ ସିଂ...
ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍ ରିକ୍ରିଏଟ୍ କଲା ପୋଲିସ
ବରଗଡ଼,୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖ ଲେକଚର୍ କଲୋନୀ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଦେବରାଜ ପାଣିଗ୍ରାହୀ (୪୫)ଙ୍କୁ ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ...
ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫
ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା...
ପୋଲିସର ଥାର୍ଡ ଡିଗ୍ରୀ: ମୁହଁ ଖୋଲିଲେ ଯୁବକ, କହିଲେ ମୋତେ ମାଡ଼ ମାରିବା ସହ…
କଟକ,୧ା୬: କଟକ SCB ମେଡିକାଲରେ ଯୁବକଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ମାଡ଼ ଖାଇଥିବା ଯୁବକ ଆଶୁତୋଷ ସ୍ବାଇଁ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ କର୍ମଚାରୀ ଲାଇନ ଭାଙ୍ଗି ଟିକେଟ୍ କରୁଥିଲେ। ମୁଁ ପ୍ରତିବାଦ କରିବାରୁ ଗାଳି ଦେବା ସହ...
ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍କା ଜାରି କଲା ପୋଲିସ
ବଲାଙ୍ଗୀର,୨୯ା୫(ସୁନୀଲ କୁମାର ମହାନ୍ତି): କୋର୍ଟରେ ହାଜର ହୋଇ ନ ଥିବା ବିଭିନ୍ନ ମାମଲାର ଓ୍ବାରେଣ୍ଟିମାନଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଲଟ୍କା ଜାରି କରାଯାଇଛି। ସହରର ଟିକ୍ରାପଡ଼ା, ମାଲପଡ଼ା, ଇନ୍ଦିରାନଗର, ମାଲଗୋଦାମପଡ଼ା, ପ୍ରତାପସାଗର ପଡ଼ା ସମେତ ବିଭିନ୍ନ...
ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ୧ ଲକ୍ଷ ଟଙ୍କା ଜବତ, ୨ ଗିରଫ
ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ...
ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି
ଭୁବନେଶ୍ୱର,୧୩ା୪: ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା ଏବେ ଧରାପଡ଼ିଯାଇଛି। ଏସ୍ଓଜିରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ସବୁଠୁ ରୋଚକ ଖବର ହେଲା ସେ ସ୍ବାମୀଙ୍କ ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ତାଙ୍କର ଡିପି ରଖିଥିଲେ।...
ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ
ଭୁବନେଶ୍ୱର,୨୭ା୩: ଗୁରୁବାର ଲୋୟର ପିଏମ୍ଜି ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨...
ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍ଷ୍ଟେବଲ ଗୁରୁତର
ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା ବାଲି ବ୍ୟବସାୟୀଙ୍କ ଆକ୍ରମଣରେ ୨ କନ୍ଷ୍ଟେବଲ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଆନନ୍ଦପୁର...
Archives


