Tag Archives: police

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଚୋଟ ପରେ ଚୋଟ ମାରିଲେ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ

ବ୍ରହ୍ମପୁର,୧୫ା୧(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଯୁବକ ଜଣଙ୍କ ବଡବ୍ଜ଼ାର ଥାନା ଅନ୍ତର୍ଗତ ଧାନମେରା ସାହିର ଅମିତ ମୁଖୀ(୩୮)। ଗୁରୁତର…

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ପରେ ଛାଡ଼ିଦେଇଥିଲା। ସୋମବାର ସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ…

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣିଥିଲା ସତ ମାତ୍ର ପରେ ଛାଡ଼ିଦେଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦରେ…

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି, ରବିବାର ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ନିଜ ଇଞ୍ଚୋଳ ପଞ୍ଚାୟତ ଅଧୀନ ଭୂତପଦା ଗ୍ରାମରେ…

ପୋଲିସ ଧରିବାରୁ ସାପ ନେଇ ଆସିଲେ ମଦ୍ୟପ ଅଟୋ ଡ୍ରାଇଭର! ଡକ୍ୟୁମେଣ୍ଟ ଦେଖାଇବାକୁ କହିବାରୁ ଦେଲେ ଧମକ

ହାଇଦ୍ରାବାଦ,୪।୨: ଶୁକ୍ରବାର ରାତିରେ ହାଇଦ୍ରାବାଦର ପୁରୁଣା ସହରରେ ଟ୍ରାଫିକ ପୋଲିସର ଏକ ଭୟଙ୍କର ଅଭିଜ୍ଞତା ଥିଲା ଯେତେବେଳେ ନିୟମିତ ଚେକିଂ ଅଭିଯାନ ସମୟରେ, ଜଣେ ମଦ୍ୟପ ଅଟୋ ଚାଳକ ଏପରି ଏକ କାର୍ଯ୍ୟ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେତେବେଳେ…

ଶ୍ରୀମନ୍ଦିର କମାଣ୍ଡର-ପୋଲିସ ହାତାହାତି, କିଛି ସମୟ ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ,୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ ଏବଂ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ କିଛି ସମୟ ପାଇଁ ଭକ୍ତ ମାନେ…

ପୋଲିସକୁ ଧମକ ଦେଇ ବନ୍ଧା ହେଲେ ୩

ଭଞ୍ଜନଗର,୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସକୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ସେମାନେ ହେଲେ…

ଧାନବିକ୍ରିରେ ଅଚଳାବସ୍ଥା, ମୁଣ୍ଡ ଟେକିଛି ଆନ୍ଦୋଳନ, ମଣ୍ଡି ଜଗିଛି ପୋଲିସ

ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡି ଖୋଲିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣି ଭର୍ତ୍ତି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ବସ୍ତାଟିଏ ଧାନ ମଧ୍ୟ ବିକ୍ରି ହୋଇପାରି ନାହିଁ।…

ଆନ୍ଦୋଳନ ଭୟ: ପୋଲିସ ରାତି ଅଧିଆ ଚାଷୀନେତାଙ୍କୁ ଉଠାଇ ନେଇ…

ବରଗଡ଼/ଅତାବିରା,୧୪ା୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ୍‌ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି।…

କେନ୍ଦ୍ରାପଡ଼ା ପୋଲିସକୁ କେନ୍ଦୁଝରରେ ଆକ୍ରମଣ: ପୋଲିସଠାରୁ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଲେ ଦୁର୍ବୃତ୍ତ

ହାଟଡିହୀ,୧୪ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଞ୍ଚଳକୁ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି କେନ୍ଦ୍ରାପଡ଼ା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଯାଉଥିବାବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଛନ୍ତି। ଏନେଇ ଥାନାରେ…

ମୋବାଇଲ ପାଇଁ ବଢୁଛି ସାଇବର ଠକେଇ, ଅପରାଧୀମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରି…

ଗଞ୍ଜାମ,୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼ାଇ ସଭାପତିତ୍ୱ କରିଥିଲେ। ଥାନା ଆଇଆଇସି ସୁମିତ୍ରା ପାତ୍ର ସଂଯୋଜନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?