ମିଛର ହୋଲସେଲର୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ
ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ…
ଏହି ମହିଳାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି: ପଠାଇଲେ ଢେର୍ ସାରା ଉପହାର
ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୩୦ ରାମନଗରୀ ଅଯୋଧ୍ୟାକୁ ଯାଇ ଏକ ନୂତନ ବିମାନବନ୍ଦର ସମେତ ଅନେକ ଯୋଜନା ଉପହାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ ଏକ ରୋଡ ଶୋ’ ମଧ୍ୟ କରିଥିଲେ ଏବଂ ଏସବୁ ମଧ୍ୟରେ ସେ…
ଜି-୨୦ ଶିଖର ସମ୍ମିଳନୀରେ ପ୍ରତି ୬୦ ସେକେଣ୍ଡରେ ହୋଇଥିଲା ୧୬ ଲକ୍ଷ ସାଇବର ଆକ୍ରମଣ: ରାଜେଶ କୁମାର
ନୂଆଦିଲ୍ଲୀ,୩।୧: ଦେଶରେ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି। ସାଇବର ଅପରାଧୀ ମାନେ ପ୍ରତିଦିନ ସାଇବର ଆକ୍ରମଣରେ କିଛି ନୂଆ କୌଶଳ ବ୍ୟବହାର କରିଚାଲିଛନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି, ସରକାର ଏବଂ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ସାଇବର ଆକ୍ରମଣର…
ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍ଏସ୍ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି…
ସୁପରଷ୍ଟାର ସଲମାନ ଖାନ୍ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ରେ ରାଜ୍ କରୁଥିବା ସୁପରଷ୍ଟାର ସଲମାନ ଖାନ୍ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି। ସେ ୧୯୮୮ରେ ଚଳଚ୍ଚିତ୍ର ‘ବିୱି…
ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ
ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ…
ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ନୀତିଶ କୁମାର, ପ୍ରିୟଙ୍କା ଗାନ୍ଧୀ!
ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯…
Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଛାଡ଼ିଲେ ବାଟ
ନୂଆଦିଲ୍ଲୀ, ୧୭ା୧୨: ରବିବାର ଉତ୍ତର ପ୍ରଦେଶର ଏକ ରୋଡ ଶୋ’ରେ ଯୋଗ ଦେବାକୁ ଯିବା ସମୟରେ ନିଜ ଗାଡ଼ି ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତ ଦେଇ ନିଜର ମାନବିକତା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ…
୨୦୧୪ ପରଠାରୁ ୧୪ ଟି ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର,୧୫।୧୨: ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ। ନିକଟରେ ହୋଇଥିବା ଏକ ସର୍ଭେରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ଘୋଷଣା କରାଯାଇଥିଲା। କେବଳ ଏତିକି ନୁହେଁ ଅନେକ ଦେଶ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୈଦେଶିକ…
ବିକଶିତ ଦେଶ ହେବ ଭାରତ, ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୧୧।୧୨: ଆସନ୍ତା ୨୪ ବର୍ଷ ଅର୍ଥାତ୍ ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରଗତିର ପଥ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଯୋଜନାର ରୂପରେଖ ଦେଇଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱରେ ଏକ ବିକଶିତ ଦେଶ ଭାବରେ ଉପସ୍ଥାପନ…
”ନିର୍ବାଚନ ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ପାଖରେ ପହଞ୍ଚି ଜିତିବାକୁ ପଡିବ”; ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୯ା୧୨: ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ବିରୋଧୀଙ୍କୁ ପ୍ରତ୍ୟାଖାନ ଜନସାଧାରଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁକରି ସେମାନେ ସରକାରଙ୍କ ଯୋଜନାକୁ ବିରୋଧ କରି ସୋସିଆଲ ମିଡିଆରେ ନିର୍ବାଚନ ଜିତି ପାରିବେ ନାହିଁ, ଏଥିପାଇଁ ସେମାନଙ୍କୁ…
‘ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡିବ …’, ଆଉ ଏକ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ”ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ଗୋଟିଏ ଗୋଟିଏ ଟଙ୍କା ଫେରସ୍ତ କରିବାକୁ…
Archives


