Tag Archives: Paris 2024 Olympics

ଭିନେଶ ଫୋଗାଟଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ, କହିଲେ ରଚିଛ ଇତିହାସ

ନୂଆଦିଲ୍ଲୀ, ୧୬।୦୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୧୭ ଭାରତୀୟ ଆଥଲେଟ୍‌ ଦଳ ସ଼୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଆୟୋଜିତ ଅଲିମ୍ପିକ୍ସରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଥିଲା । ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ତାଙ୍କର…

ପ୍ରଥମ ଗୋଲ୍ଡ ମେଡାଲ୍‌ ଜିତିବା ପରେ କୋଚ୍‌ଙ୍କୁ ହୋଇଥିଲା ହାର୍ଟ ଆଟାକ୍‌, ମିଳିଲା ୪ ସ଼୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୧୧।୦୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସର ଆଜି ଶେଷ ଦିନ। ବିଶ଼୍ବର ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ ଏହି ଅଲିମ୍ପିକ୍ସରେ ଭାଗନେଇ ସ଼୍ବର୍ଣ୍ଣ,ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିବା ସହ ରେକର୍ଡ ମଧ୍ୟ କରିଛନ୍ତି । ଏହି ଅଲିମ୍ପିକ୍ସରେ ଏକ ରୋଚକ…

ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌

ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ୍‌ରେ ଜାରି ରହିଥିବା ଅଲିମ୍ପିକ୍ସର ୧୨ତମ ଦିନର ଖେଳ ସରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ୩ଟି ବ୍ରୋଞ୍ଜ ମୋଡାଲ୍‌ ମିଳିଛି । ଏହା କେବଳ ସୁଟିଂ ଇଭେଣ୍ଟରୁ ଆସିଛି । ସମସ୍ତ ଭାରତୀୟ ପ୍ରଶଂସକ ଆଶା…

ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ

ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍‌ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ…

ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍‌ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ କରାଯାଇଛି।…

ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର…

ଚୂରମାର ହୋଇଗଲା ସ଼୍ବର୍ଣ୍ଣର ସ଼୍ବପ୍ନ, ସେମିଫାଇନାଲ୍‌ରେ ହାରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ, ୦୭।୦୮: ଭାରତୀୟ ହକି ଟିମ୍‌କୁ ନେଇ ଥିବା ପଦକ ବିଜୟ ଆଶା ମଉଳି ଯାଇଛି । ପ୍ୟାରିସ୍‌ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ଜର୍ମାନୀ ବପକ୍ଷରେ ଦଳ ୩-୨ରେ ପରାଜୟ ବରଣ କରିଛି । ଜର୍ମାନୀର ମାର୍କୋ ମିଲ୍‌ତକୋ ଶେଷ ମିନିଟ୍‌ରେ ଗୋଲ୍‌…

ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବା ପରେ ନୀରଜ କହିଲେ…

ନୂଆଦିଲ୍ଲୀ, ୦୭।୦୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋରେ ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ। ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା…

ଋଷଭ ପନ୍ତଙ୍କ ବଡ଼ ଘୋଷଣା, ନୀରଜ ସ଼୍ବର୍ଣ୍ଣ ପଦକ ଜିତିଲେ ଦେବେ…

ନୂଆଦିଲ୍ଲୀ, ୦୭।୦୮: ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା କମାଲ୍‌ ପ୍ରଦର୍ଶନ କରିଛନ୍ତି । ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ସେ ପ୍ରଥମ ପ୍ରୟାସରେ ହିଁ ମେଡାଲ୍‌ ଇଭେଣ୍ଟରେ ସ୍ଥାନ ପକ୍କା କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ…

ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ, ପ୍ୟାରିସ୍‌ ଅଲମ୍ପିକ୍ସ ଯାତ୍ରାର ଅନ୍ତ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ନିରାଶ କରିଛନ୍ତି ଓଡ଼ିଶାର ପୁଅ କିଶୋର ଜେନା । ପୁରୀ ଜିଲାରୁ ଅଲମ୍ପିକ୍ସ ଯାତ୍ରା କରିଥିବା ଜାଭେଲିନ୍‌ ଷ୍ଟାର କିଶୋର ଜେନା ଅଲମ୍ପିକ୍ସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏସିଆନ୍‌ ଗେମ୍ସରେ ସିଲଭର…

ଫାଇନାଲ୍‌ରେ ସ୍ଥାନ ପକ୍କାକଲେ ନୀରଜ, ପ୍ରଥମ ଥ୍ରୋରେ ବଡ଼ ସଫଳତା

ନୂଆଦିଲ୍ଲୀ, ୦୬।୦୮: ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪…

ଆଜି ଅଲମ୍ପିକ୍ସ ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା, ଭାରତକୁ ମିଳିପାରେ ପଦକ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଦିନ । କାରଣ ଆଜି ହକି ଟିମ୍‌ ଅଲମ୍ପିକ୍ସରେ ଜର୍ମାନୀ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବ । ଏଥିରେ ଜିତିବା ଅର୍ଥ ଭାରତର ଗୋଟିଏ ପଦକ ପକ୍କା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?