ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ
ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ ଘର ଉପରକୁ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇଥିବା…
ହିନ୍ଦୁଙ୍କୁ ଘୃଣା, ଆମେରିକା କହୁଛି ଦ୍ୱିତୀୟ ଲାଡେନ; କିଏ ସେ ଆସିମ ମୁନିର? ପାକିସ୍ତାନକୁ ଧିରେ ଧିରେ …
ଇସଲାମାବାଦ,୬।୫: ଜେନେରାଲ ଆସିମ ମୁନିର। ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଚର୍ଚ୍ଚାରେ ରହିଛି ଏହି ନାମ। ମୁନିର ହେଉଛନ୍ତି ପାକିସ୍ତାନ ସେନାର ମୁଖ୍ୟ। ସେ ଭାରତ ଏବଂ ହିନ୍ଦୁମାନଙ୍କ ବିଷୟରେ ବିବାଦୀୟ ବୟାନ ଦେଇ ପାକିସ୍ତାନୀ ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା…
ପାକିସ୍ତାନ ହାତରୁ ଗଲା ବେଲୁଚିସ୍ତାନର ମାଙ୍ଗୋଚର ସହର? ସରକାରୀ କୋଠା କବ୍ଜା କଲେ ବାଲୁଚ୍ ବିଦ୍ରୋହୀ
ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ପାକିସ୍ତାନର ବେଲୁଚିସ୍ତାନରେ ଏକ ବଡ଼ ଘଟଣା ଘଟିଛି। ଦେଶର କଳାଟ ଜିଲାର ମାଙ୍ଗୋଚର ସହରରେ ଥିବା ଅନେକ କୋଠାକୁ ବାଲୁଚ ବିଦ୍ରୋହୀମାନେ…

