ହମାସ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍
ଜେରୁଜେଲମ୍,୬ା୧୧: ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ...
ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ
ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ।...
ମ୍ୟାଚ୍ ହାରିବା ପରେ ଭୋ-ଭୋ ହୋଇ କାନ୍ଦିଲେ ଆଫ୍ରିଦି; ଅଟକାଇ ପାରିଲେନି କୋଚ୍…
ନୂଆଦିଲ୍ଲୀ,୨୮।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ପାକିସ୍ତାନ ପରାଜୟର ସ୍ବାଦ ଚାଖିଛି। ଏହାକୁ ନେଇ ଦଳ ବେଶ ନିରାଶ ହୋଇଥିବା ବେଳେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଲୁହକୁ ରୋକି ପାରି ନ ଥିଲେ। ଡଗ୍ଆଉଟ୍ରେ ବସିଥିବା...
ଖେଳାଳିଙ୍କୁ ପାଞ୍ଚ ମାସ ହେଲା ଦରମା ଦେଇନି ପାକିସ୍ତାନ ବୋର୍ଡ, ବଡ଼ ଅଭିଯୋଗ ଲଗାଇଲେ ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ,୨୮/୧୦: ଶୁକ୍ରବାର ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ପାକିସ୍ତନର ସେମିଫାଇନାଲ ରାସ୍ତା ଏକ ପ୍ରକାର କଷ୍ଟକର ହୋଇପଡିଛି। ଏହାରି ମଧ୍ୟରେ ପାକିସ୍ତାନ ଖେଳାଳିଙ୍କ ସହିତ ଜଡିତ ଏକ ଖବର ଆସିଛି ଯାହା ଖେଳାଳୀଙ୍କର ପ୍ରଦର୍ଶନ ଉପରେ ପ୍ରଭାବ ପକାଉଥିବା...
‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ
ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ...
ବିଶ୍ୱକପ ୨୦୨୩: ଇତିହାସ ରଚିଲା ଆଫଗାନିସ୍ତାନ, ପାକିସ୍ତାନକୁ ୮ ୱିକେଟ ହରାଇଲା
ଚେନ୍ନାଇ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟକୁ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ବର୍ମାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୩ ରନ୍ର ଟାର୍ଗେଟକୁ...
ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ
ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର...
ଚାରି ବର୍ଷ ପରେ ଲଣ୍ଡନରୁ ପାକିସ୍ତାନ ଆସିଲେ ନୱାଜ ଶରିଫ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୧/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦୀର୍ଘ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶ ଫେରିଛନ୍ତି। ଶନିବାର ଅପରାହ୍ନରେ ନୱାଜ ପାକିସ୍ତାନରେ ପହଞ୍ଚିବା ପରେ ଦଳୀୟ ନେତାମାନେ ଜୋରଦାର ସ୍ୱାଗତ ସହିତ ତାଙ୍କୁ ପାଛୋଟି ନେଇଥିଲେ। ନୱାଜ...
ପାକିସ୍ତାନରେ ପହଞ୍ଚିବେ ନଓ୍ବାଜ, ସ୍ବାଗତ ପାଇଁ ମୁସଲିମ ଲିଗ୍ କରିଛି ସ୍ବତନ୍ତ୍ର ପ୍ରସ୍ତୁତି
ଇସଲାମବାଦ,୨୧।୧୦: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍ରେ ପ୍ରବେଶ କରି...
ଫେରୁଛନ୍ତି ନଓ୍ବାଜ: ଲାହୋରରେ ଆଲର୍ଟ ଜାରି
ଇସଲାମବାଦ,୨୦।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶନିବାର ପାକିସ୍ତାନ ଫେରୁଛନ୍ତି। ବ୍ରିଟେନରେ ୪ବର୍ଷ ରହିବା ପରେ ସେ ସ୍ବଦେଶକୁ ଫେରିବେ। ପାକିସ୍ତାନରେ ୩ ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ...
୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ
ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ ସମେତ ୧୪ଟି ଦେଶର ବାୟୁସେନା ଅଂଶଗ୍ରହଣ କରିଛନ୍ତ। ଏହି ସମରାଭ୍ୟାସ ମାଧ୍ୟମରେ...
ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ
ଇସଲମାବାଦ, ୧୮।୪:ପାକିସ୍ଥାନର ବିଭିନ୍ନ ଜିଲାରେ ଘୂର୍ଣ୍ଣିଝଡ ସହ ବର୍ଷାର ତାଣ୍ଡବ। ଏଥିରେ ୩୯ଜଣଙ୍କ ମୃତ୍ୟୁ ଘଟିଛି। ୧୩୫ରୁ ଅଧିକ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ ଏବଂ ଘର ଭାଙ୍ଗି ପଡିଛି। ପ୍ରର୍ବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି।...
Archives


