ବ୍ରହ୍ମପୁର ଯାଉଥିବା ବେଳେ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା: ଚାଲିଗଲା ପ୍ରକାଶଙ୍କ ଜୀବନ, ଗୁରୁତର ଛାତ୍ରୀ…
ବ୍ରାହ୍ମଣୀଗାଁ,୭।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନାସ୍ଥିତ ବଡ଼ଶଙ୍ଖଠାରେ ମର୍ମନ୍ତୁଦ ଦୁର୍ଘଟଣା। ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ଜଣକ ହେଲେ କିନାରୀଗାଁର ପ୍ରକାଶ ବଡ଼ାଇକ(୩୯ )। ସେହିଭଳି ଗୁରୁତର ଛାତ୍ରୀ ଜଣକ…
ଝିରିପାଣି ପଞ୍ଚାୟତରେ ହାତୀ ଆତଙ୍କ: ଘର ଭାଙ୍ଗିଲା, ବର୍ତ୍ତିଗଲେ ପରିବାର ଲୋକ…
ତୁମୁଡିବନ୍ଧ,୭।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ବନାଞ୍ଚଳ ଝିରିପାଣି ପଞ୍ଚାୟତରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ବଢି ଚାଲିଛି l କଳାହାଣ୍ଡି ଜିଲାର ହାତୀପଲ ଆସି ଭଣ୍ଡାରଙ୍ଗୀ ଓ ଝିରିପାଣି ପଞ୍ଚାୟତର ଫସଲ ନଷ୍ଟ ସହ ଘରଦାର ବାଙ୍ଗିଥିବା…
ରେଳଲାଇନରୁ ମିଳିଲା ମାଇନ୍ସ ବ୍ୟବସାୟୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା, ଖୋଜୁଛି ପୋଲିସ
କୋରାପୁଟ,୭।୧୧(ଅମିତାଭ ବେହେରା ): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଡୁମୁରିପୁଟ ରେଳ ରାସ୍ତା କଡରେ ଏକ ମୃତଦେହକୁ କୋରାପୁଟ ରେଲୱେ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲ କଲେଜକୁ ପଠାଇଛି। ଏନେଇ ରେଲୱେ ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା…
ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…
ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସରୋଜ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ଉଲୁଣ୍ଡାରେ ଆୟୋଜିତ ହେବାକୁ ଥିବା ଏକ…
ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…
ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା…
ଏହି ତାରିଖରୁ ଲାଗୁ ହେବ ୮ମ ବେତନ କମିଶନ, ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୭।୧୧: କେନ୍ଦ୍ର ସରକାର ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ନଭେମ୍ବର ୩ ତାରିଖରେ ଅର୍ଥ ମନ୍ତ୍ରଣାଳୟ ଏହାର କାର୍ଯ୍ୟକାଳ ଏବଂ ସଦସ୍ୟଙ୍କ ନାମ ଉଲ୍ଲେଖ କରି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଥିଲା। ଏହି…
ହଠାତ୍ ନୂଆପଡାରେ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଯାଞ୍ଚ, ଜାଣନ୍ତୁ କାହିଁକି…
ନୂଆପଡା,୭।୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ତରଫରୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡା…
ବିଲରେ ପଶି ଧାନ ନଷ୍ଟ କଲା ହାତୀ, ଦେଖନ୍ତୁ ଭିଡିଓ…
ଜି.ଉଦୟଗିରି,୬।୧୧(ଶିଶିର ପଟ୍ଟନାୟକ/ ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସହରଠାରୁ ୪ କିଲୋମିଟର ନନ୍ଦଗିରି ଓ ମାଲାଂସୁଗା ଛକଠାରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତୀ ଉକ୍ତ ଅଞ୍ଚଳରେ ଥିବା ଧାନ…
ମାସେ ହେଲାଣି ଦେଓଗାଁ ଅଞ୍ଚଳରେ ହିଂସାଜନକ ପରିସ୍ଥିତି: ଶାନ୍ତି ଫେରାଇ ଆଣିବାକୁ…
ବଲାଙ୍ଗୀର,୬।୧୧(ସୁନୀଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ପକ୍ଷରୁ ବଲାଙ୍ଗୀର କୃଷି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଦେଓଗାଁ ଅଞ୍ଚଳରେ ଦୀର୍ଘ ଏକ ମାସ ଧରି ଲାଗି ରହିଥିବା…
ସକାଳୁ ଶୋଇଥିବାବେଳେ ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ୍, ଆଉ ତା’ପରେ…
ଥୁଆମୂଳ ରାମପୁର,୬।୧୧-(ଦୁର୍ଗା କୀର୍ତ୍ତି): ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ୍ ଚଳାଚଳ ବ୍ୟବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ୍ କେବେ କେଉଁଠି…
ହରିଡ଼ାପାଟୁରେ ଜ୍ୱର ଆତଙ୍କ: ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ, ତୁରନ୍ତ ଚିକିତ୍ସା ପାଇଁ ଦାବି…
ପାତ୍ରପୁର, ୬।୧୧(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ଆଦିବାସୀ ଅଧୁଷିତ ବୁରାତାଲ ପଂଚାୟତ ହରିଡ଼ାପାଟୁ ଗ୍ରାମରେ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା…
ସାଙ୍ଗମାନଙ୍କ ସହ ଗପୁଥିବା ବେଳେ ଆକ୍ରମଣ: ଲୁହାଛଡ଼ ସହ ବାଇକ ଜବତ ପରେ ଅଭିଯୁକ୍ତ…
ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବମକେଇ ପଞ୍ଚାୟତ ରାଇଗୁଡ଼ା ଗାଁର ଅଭିଯୁକ୍ତ ଅବିନାଶ ଜାନି ଓରଫ ବାବୁନାଙ୍କୁ ପୋଲିସ…
Archives


