Tag Archives: odisha

ଝାରମୁଣ୍ଡାରେ ଜଳ ସଙ୍କଟ, ନଳକୂପ ଅଚଳ: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ି ପୋଖରୀକୁ ସଫେଇ କଲେ …

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ ଜଳାଭବ ଲାଗିରହିଥିବା ବେଳେ ଏହାର ସମାଧାନ ପାଇଁ ସରକାର ମଧ୍ୟ ଏକାଧିକ ମେଗା…

ଦିଗପହଣ୍ଡିରେ ବେଆଇନ ମଦ କାରବାର ଉପରେ ଚାବୁକ: ୮୪୦୦ ଲିଟର ପୋଚ ନଷ୍ଟ, ମହିଳାଙ୍କ ସମେତ ୫ ଅଭିଯୁକ୍ତ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁମ୍ଭଝରି ଗ୍ରାମ ନିକଟ ଦୁର୍ଗମ କେରାଣ୍ଡିିମାଳ ଜଙ୍ଗଲରେ ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଚୋରା ମଦ ଧରପଗଡ ପାଇଁ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ନେତୃତ୍ୱରେ ପୋଲିସ…

ଭଞ୍ଜନଗର ଠାକୁରାଣୀ ଯାତ୍ରା: ବାଦ୍ୟ, ନୃତ୍ୟ-ଆତସବାଜି ସହ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ,ଭକ୍ତଙ୍କ ଭିଡ଼

ଭଞ୍ଜନଗର,୨୮। ୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ହେଉଛି ତୃତୀୟ ଦିବସ। ଗତ ରବିବାର ବ୍ୟାଘ୍ରଦେବି ଏବଂ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ସୋମବାର ଦେବୀ ଵିଶ୍ରାମ ନେଇଥିଲେ। ଆଜି ରାତି ୮ ଟା ରେ…

ଦିଗପହଣ୍ଡି-ସାନଖେମୁଣ୍ଡିରେ କାଳବୈଶାଖୀରେ ତାଣ୍ଡବ: କୁଆପଥର ମାଡ଼ ସହ ଝଡ଼ ବର୍ଷା, ଉଡିଗଲା…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀ ପ୍ରଭାବରେ ଘନ ଘନ ବଜ୍ରପାତ ସାଙ୍ଗକୁ ଝଡ଼ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ…

ଗଜପତିରେ ନିଶା ମାଫିଆଙ୍କ କାଳ ସାଜିଛନ୍ତି ଯୁବ ଆଇପିଏସ୍‌ ରାକେଶ: ପାଇବେ ସମ୍ମାନଜନକ…

ମୋହନା, ୨୮।୪/୨୦୨୬ (ମନ୍ମଥ ମିଶ୍ର): ଆଦିବାସୀ ବହୁଳ ଗଜପତି ଜିଲାରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ। ଜିଲାରେ ବଢ଼ିଚାଲିଥିବା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଓ ଚାଷକୁ ରୋକିବା ଦିଗରେ ତାଙ୍କର…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ସତ୍ୟବାଦୀ ଥାନା ବନପୁର ସାମିଲ…

ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ, କହିଲେ-ସରକାରୀ ଯୋଜନାର…

ଛତ୍ରପୁର,୨୮।୪(ଦିଲୀପ ସାମଲ): ୨୦୦୦ ମସିହା ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ ଦାୟିତ୍ୱ ତୁଲାଇ…

ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଲା ଚୋରି: ଘର ସମ୍ମୁଖରୁ ବାଇକ ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୮। ୪(ଅନାଥ ତରାଇ ): ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିର ନିକଟ ୧୬ନଂ ଜାତୀୟ ରାଜପଥ…

ଶ୍ରୀଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ରାଜ୍ୟରେ ପ୍ରଥମ ହେଲେ କାବ୍ୟେଶ, ପାଟଣା ପାଇଁ ଆଣିଲେ ଗୌରବ

ପାଟଣା, ୨୬।୪ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର କାବ୍ୟେଶ ବେହେରା ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ୱାରା…

ହରଭଜନଙ୍କୁ ଡବଲ୍‌ ଝଟ୍‌କା: ଘର ବାହାରେ ଲେଖାଗଲା ‘ଗଦ୍ଦାର’, ପଞ୍ଜାବ ସରକାର ହଟାଇଲେ… 

ଚଣ୍ଡିଗଡ଼,୨୬।୪: ପଞ୍ଜାବର ରାଜନୈତିକ ପାଣିପାଗ ଏବେ ବେଶ ସରଗରମ ରହିଛି। ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ସାମିଲ ହେବାର କିଛି ଦିନ ପରେ, ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ଏମ୍‌ପି ହରଭଜନ ସିଂଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ…

ଭଞ୍ଜନଗର ଥାନାରେ ଏତଲା ଦେଲା କଂଗ୍ରେସ, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ ଦୁର୍ମୂଲ୍ୟ ରତ୍ନ ଚୋରି ଅଭିଯୋଗ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)- ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନଭଣ୍ଡାର ରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗଞ୍ଜାମ ଜିଲା କଂଗ୍ରେସ ପଶ୍ଚିମ ସାଙ୍ଗଠନିକ ଜିଲା ପକ୍ଷରୁ ଶନିବାର ଭଞ୍ଜନଗର…

ସେରୁବନ୍ଧ ଖଣି ପାହାଡ଼ ନିକଟବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସାକ୍ଷାତ କରି ଫେରିଲା କଂଗ୍ରେସ କେନ୍ଦ୍ରୀୟ କମିଟି

ପଟ୍ଟାଙ୍ଗି,୨୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ଥିବା ସେରୁବନ୍ଧ ଖଣି ପାହାଡ଼ ନିକଟ ବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କଂଗ୍ରେସ ଦଳର ଏକ କେନ୍ଦ୍ରୀୟସ୍ତରୀୟ କମିଟି ସାକ୍ଷାତ କରି ଫେରି ଯାଇଥିଲେ ମଧ୍ୟ ପ୍ରକୃତ ଖଣି ସ୍ଥାନକୁ ପରିଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?