Tag Archives: odisha

ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୯।୧୧: ଆଦିବାସୀ ସମ୍ପ୍ରଦାୟର ଜୀବିକା ଏବଂ ପୋଷଣ ଉପରେ ଧ୍ୟାନ ଦେଇ ଏକ ଲୋକାଭିମୁଖୀ ମିଲେଟ ମିଶନ ପ୍ରସ୍ତୁତ କରିବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱରର ଜନତା ମଇଦାନଠାରେ ମୁଖ୍ୟମନ୍ତ୍ରୀ ଦୁଇ…

ପ୍ରଶାସନର ଉଦାସୀନତା: ଶହୀଦଙ୍କ ମୂକସାକ୍ଷୀ କୁଦୋପାଲି ଅବହେଳିତ

ସମ୍ବଲପୁର,୯ା୧୧(ଭବାନୀ ଶଙ୍କର ଭୋଇ): ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଉଲଗୁଲାନର ମୂକସାକ୍ଷୀ ହେଉଛି ସମ୍ବଲପୁରର କୁଦୋପାଲି ଘାଟି। ଇଂରେଜମାନଙ୍କ ଗୁଳିରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ୫୩ ଜଣ ସଂଗ୍ରାମୀଙ୍କ ସହ ଇଂରେଜ ହାତରେ ଧରାପଡ଼ି ଫାଶୀଖୁଣ୍ଟରେ ଝୁଲିଥିବା…

ଫେଲ୍‌ ମାରିଛି ମିଶନ ଉଦ୍ଧାର-୨: ଏବେ ବି ଦାଦନ ଖଟିବାକୁ ଯାଉଛନ୍ତି…

ଲାଠୋର,୯ା୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ଅନେକ ସେଠାରେ ନିର୍ଯାତନାର ଶିକାର ହୋଇଥାନ୍ତି। ଏପରିକି କେତେକ ଅକର୍ମଣ୍ୟ ଅଥବା ଜୀବନ ହରାଇଥାନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟାନ୍ୟ କର୍ମଭିତ୍ତିକ…

ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ ବାର୍ଷିକ…

ଜାତୀୟ କ୍ରୀଡା: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ, ଖୋ ଖୋରେ ୨ ରୌପ୍ୟ, ଓଡ଼ିଶାର ପଦକ ସଂଖ୍ୟା ୫୦ ପାର

ଭୁବନେଶ୍ୱର,୮ା୧୧: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି। ୭୫…

ଡିସେମ୍ବର ୧ରୁ ରାଜ୍ୟରେ ବସ୍‌ ଧର୍ମଘଟ, ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା

ଭୁବନେଶ୍ୱର,୮।୧୧ : ଡିସେମ୍ବର ୧ରୁ ରାଜ୍ୟରେ ପୁଣି ବସ୍‌ ଧର୍ମଘଟ ଡାକରା ଦେଇଛି ଘରୋଇ ମାଲିକ ସଂଘ। ଏନେଇ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ସମୟରେ ଶୀତକାଳୀନ ଅଧିବେଶନ ଥିବା ବେଳେ ନଭେମ୍ବର ୨୨ରୁ ବିଧାନସଭା…

୨୦୨୪ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା: କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦, ୬ ଇଚ୍ଛାଧୀନ ଛୁଟି

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ…

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ

ଭୁବନେଶ୍ବର,୧।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ…

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଭୁବନେଶ୍ୱର,୩୧।୧୦: ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୮୮ ବ୍ୟାଚ ଆଇପିଏସ ଅଫିସର ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବରେ ନିଯୁକ୍ତି…

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା, ପ୍ରତି ଘରୁ ବାହାରିବେ ଯୋଦ୍ଧା

ଭୁବନେଶ୍ୱର,୨୯ା୧୦: ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ବର୍ତ୍ତମାନ ଆଉ ଏ ଦିଗରେ ଆଉ ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ରବିବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ଆସୁଛି ବର୍ଷା, ୩ ଦିନ ବର୍ଷିବ

ଭୁବନେଶ୍ୱର,୨୮ା୧୦: ବଙ୍ଗୋପସାଗରରୁ ଆସୁଥିବା ପୂର୍ବାଳୀ ତରଙ୍ଗ ବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ନଭେମ୍ବର ୧ରୁ ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆରପାରିରେ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

ଭୁବନେଶ୍ୱର,୨୭/୧୦: ଓଡ଼ିଆ ସିନେ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। ବହୁଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ୱରୂପ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?