ଆଜି ବିଜେଡି-ଭାଜପା ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ।…
ପେଟରେ ଅଧା, ପାଟିରେ ଅଧା
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ…
ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!
ଭୁବନେଶ୍ୱର,୧୦।୩: ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ…
ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ
ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ…
ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି
କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ ମିଳୁଛି।…
ଆଶାୟୀଙ୍କଠୁ ଆଗରେ ଅରବିନ୍ଦ
କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ ସବୁଆଡ଼ୁ…
ନୂଆ ତତ୍ପର, ପୁରୁଖା ଛାନିଆ
ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ଢଙ୍ଗରେ ନିର୍ବାଚନୀ ସଜବାଜ ଚଳାଇଛନ୍ତି।…
ଦଳ ଚାହିଁଲେ ଚାନ୍ଦବାଲିରୁ ଲଢ଼ିବି: ମନମୋହନ
ଚାନ୍ଦବାଲି,୧୦।୩ (କିଷାନ ପାତ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ ଏନ୍ଏସିସ୍ଥିତ ଭାଜପା କାର୍ଯ୍ୟାଳୟରେ ପ୍ରମୁଖ…
ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ୬୧ ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର
ଭୁବନେଶ୍ୱର,୯ା୩: ବିଭିନ୍ନ ବିଭାଗରେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଲୋକଭିମୁଖୀ ଯୋଜନା ଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ କାର୍ଯ୍ୟ । ଏହି ଦୃଷ୍ଟିରୁ ଲୋକ ସମ୍ପର୍କ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ…
ଫେରାଦ ହେଲା ଭାଜପା: ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ
ଭୁୁବନେଶ୍ୱର,୯ା୩(ଅନିଲ ଦାସ): ଆଗକୁ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସରକାରୀ ଦଳ କଳବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ଏଣୁ ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ୩ ବର୍ଷରୁ…
ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍ ଅଣ୍ଡାଳୁଛି ପୋଲିସ
ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ ବ୍ୟାଗ…
ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା
ଭୁବନେଶ୍ୱର,୯ା୩: ରାଜ୍ୟରେ ଚଳିତ ବର୍ଷ ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମ ଲହରି ଅନୁଭୂତ ହେବ। ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ…
Archives


