Tag Archives: odisha

ବରଗଡ଼ ଏଫସି ଜିତିଲା ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପ

ଭୁବନେଶ୍ୱର,୮ା୬: ବରଗଡ଼ ଏଫସି ଓଡ଼ିଶାରେ ଆୟୋଜିତ ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପରେ ବିଜୟୀ ହୋଇଛି। ବରଗଡ଼ ଏଫସି ରବିବାର ରାଉରକେଲା ସହରର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ୧୫ ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ୱର ଏଫସିକୁ ୩-୨…

ମା’ ହେଲା ଧଳାବାଘୁଣୀ ମୌସୁମୀ, ଦୁଇ ଛୁଆକୁ ଦେଲା ଜନ୍ମ, ହୋଇପାରିନି ଲିଙ୍ଗ ନିର୍ଣ୍ଣୟ

ବାରଙ୍ଗ,୮ା୬(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି।…

ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା: ସ୍ବାସ୍ଥ୍ୟମନ୍ତ୍ରୀ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡ଼ିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା…

୧୨ ବର୍ଷ ବୈବାହିକ ଜୀବନକୁ ଭୁଲି ଗଲେ; ଦ୍ୱିତୀୟ ସ୍ତ୍ରୀଙ୍କ ଲାଗି ପ୍ରଥମ ସ୍ତ୍ରୀଙ୍କୁ ମାଡ଼, ଛଡ଼ାଇନେଲେ…

ଦିଗପହଣ୍ଡି,୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ଉପେନ୍ଦ୍ର ଗୌଡ଼ ତାଙ୍କ ସ୍ତ୍ରୀ ଦ୍ରୌପଦୀ ଗୌଡ଼ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପେନ୍ଦ୍ର ଗତ ପ୍ରାୟ ୧୨ ବର୍ଷ ପୂର୍ବେ ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ…

ରାଜ୍ୟରେ ଖୁବଶୀଘ୍ର ଖୋଲିବ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୫ା୬: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳପତ୍ର ଆଗାମୀ ସପ୍ତାହରେ ଓଡ଼ିଶାରେ ସ୍ଥାପନ କରାଯିବ, ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାରେ ଭାଜପା ସରକାରର…

କୋରାପୁଟରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା: ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, କଂଗ୍ରେସ ପକ୍ଷରୁ ପ୍ରତିବାଦ

କୋରାପୁଟ,୫।୬(ଅମିତାଭ ବେହେରା): କୋରାପୁଟ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ନେଇ ଗୁରବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲରେ ପହଞ୍ଚିଛନ୍ତି। ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଗ୍ରସ୍ତ…

ବିଶ୍ରାମାଗାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗାଁ ଛକରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ ହୋଇଛି। ଦୁର୍ଘଟଣାରେ ଖୋର୍ଦ୍ଧା ଜିଲା ଜଙ୍କିଆ ଗ୍ରାମର ଗାଡ଼ି…

ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ…

ଧର୍ମଶାଳା,୫।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ନେଉଳପୁର ଜାତୀୟ ରାଜପଥ ପାର୍ଶରେ ଥିବା ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ତପନ କୁମାର ବେହୁରା ଓ ଯଶୋବନ୍ତ ବେହୁରା ।…

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବେଲଖଣ୍ଡିର ଯୁବକ, ଭୁବନେଶ୍ୱରରୁ ଉଦ୍ଧାର କଲା…

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କ ପରିବାର ଲୋକେ ପାଟପୁର ଥାନାରେ ଗତ ସୋମବାର ଏତଲା ଦେଇଥିଲେ।…

ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ରାଲି ସହ ପ୍ରତିବାଦ ସଭା, ପାଟଣା ବିଧାୟକଙ୍କୁ କୁଶ ପୁତ୍ତଳିକା ଦାହ

ପାଟଣା,୪।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ହେବାକୁ ଥିବା ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଯମୁନାପଶି ଓ ଚେମେଣା ପଞ୍ଚାୟତର ୧୮ଟି ଗ୍ରାମରେ ବୁଧବାର ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ବାଇକ ରାଲି ସହ ପ୍ରତିବାଦ ସଭା…

ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ହାଇସ୍କୁଲର ସଂସ୍କୃତ ଶିକ୍ଷକଙ୍କୁ ପାଟପୁର ପୋଲିସ ବୁଧବାର ବଳାତ୍କାର ଅଭିଯୋଗରେ ଗିରଫ କରିଛି। ସେ ହେଲେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ବେତନଟୀ ବ୍ଲକ୍‌ ଜନକଦେଇପୁର ଗ୍ରାମର ମୃତ୍ୟୁଞ୍ଜୟ ଗଣା।…

ରାତିରେ ଦେଶୀ ବନ୍ଧୁକ ଧରି ବୁଲୁଥିଲେ, ପାଟ୍ରୋଲିଂ ବେଳେ ୨ ଯୁବକଙ୍କୁ ମାଡ଼ି ବସିଲା ପୋଲିସ

ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ନିକଟସ୍ଥ ଡକ୍ତର ବାଞ୍ଜରୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍‌(ନଂ.ଓଡି ୧୮ ଏଚ ୧୬୧୩)ରେ ଯାଉଥିବା ୨ ଯୁବକଙ୍କୁ ପାଟ୍ରୋଲିଂ କରୁଥିବା ପୋଲିସ ସନ୍ଦେହରେ ଅଟକାଇଥିଲା। ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ଜାଗରଙ୍ଗା ଓ ତାଙ୍କ ଟିମ ଯୁବକଦ୍ୱୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?