ବନ୍ୟା-ବାତ୍ୟା ବିପର୍ଯ୍ୟୟ ପରିଚାଳନା ପାଇଁ ଦାରିଙ୍ଗବାଡ଼ିରେ ମକ୍ଡ୍ରିଲ୍, ମହିଳା ଶିଖିଲେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ…
ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବନ୍ୟା, ବାତ୍ୟା ତଥା ବିପତ୍ତି ସମୟରେ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯିବ, ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର…
ବିନା ସୂଚନା ଫଳକରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ ମରାମତି, ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ
ଥୁଆମୂଳ ରାମପୁର,୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ଅବ୍ୟବସ୍ଥା ଘେରରେ ରହିଛି। ବର୍ତ୍ତମାନ ଲକ୍ଷାଧିକ ଟଙ୍କାରେ ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ମରାମତି କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ନିର୍ମାଣସ୍ଥଳରେ କାମକୁ…
ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ
ଛତ୍ରପୁର, ୧୭।୬(ଦିଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ…
ଉପାନ୍ତ ଅଞ୍ଚଳରେ ରଜ ଉତ୍ସବ, ସହରୀ ସ୍ବେଚ୍ଛାସେବୀଙ୍କୁ ଦେଖି ଉତ୍ସାହିତ ଗ୍ରାମବାସୀ
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ମାତ୍ର ବିପଦର ବନ୍ଧୁ ଏବଂ ଘୁମୁସର ଲେଖିକା ସଂସଦ କିନ୍ତୁ ଉକ୍ତ ଉତ୍ସବକୁ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଉକ୍ତ ଦୁଇ…
ଦେଶୀମଦ ଭାଟିରେ ପଶି ବଟି ମାଗିବା ଅଭିଯୋଗ: ଖବରଦାତାଙ୍କ ନାମରେ ମାମଲା ରୁଜୁ କଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଭାଟି ଭିତରକୁ ଜବରଦସ୍ତ ପ୍ରବେଶ କରି ଉପସ୍ଥିତ କର୍ମଚାରୀଙ୍କୁ ଭୟଭୀତ କରି ବଟି ମାଗିବା ସହ ଧମକ ଦେବା ଅଭିଯୋଗରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଚ୍ୟାନେଲର ଖବରଦାତାଙ୍କ…
ଆଇଏଏସ୍ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍
ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ…
କୋରାପୁଟ ଜିଲାପାଳଙ୍କ ଅଚାନକ କୋଟିଆ ଗସ୍ତ: ବିଭିନ୍ନ କାର୍ଯ୍ୟର ତଦାରଖ ସହ…
ପଟ୍ଟାଙ୍ଗି,୧୭।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଜିଲାପାଳ ଭି ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ଏଥିସହ ବାକି ଥିବା ଅବଶିଷ୍ଟ କାର୍ଯ୍ୟକୁ…
ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ…
ଖଜୁରିପଡ଼ା,୧୭ା୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ସୋମବାର ସ୍ତ୍ରୀଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ସ୍ବାମୀଙ୍କ ରାତିରେ ମୃତ୍ୟୁ ଘଟିଛି। ନିର୍ଯାତନା ଅସହ୍ୟ ହେବାରୁ ସ୍ତ୍ରୀ ଟାଙ୍ଗିଆରେ ଝାମ୍ଫି ଗାଁର ସ୍ବାମୀ ପ୍ରଶାନ୍ତ କହଁରଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ମୃତଦେହ…
ଏନ୍ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ
ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ)- ସାଧାରଣ ଲୋକଙ୍କୁ କିଭଳି ସହଜରେ ସମସ୍ତ ସୁବିଧା ମିଳିପାରିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ସୁବିଧାରୁ ଗରିବ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଏନଏସି ଅନ୍ତର୍ଗତ ୧ ନଂ.…
ହିଞ୍ଜିଳିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଥାନା ସମ୍ମୁଖରୁ ଓ ପୋଲିସ ଘରୁ ସିରିଜ ଚୋରି; ସୁନାଗହଣା, ଟଙ୍କା…
ହିଞ୍ଜିଳିକାଟୁ, ୧୭।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ମାନେ ହିଞ୍ଜିଳି ଥାନା ଅଞ୍ଚଳର ଜଣା ପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି…
ଚଳିତ ବର୍ଷ ୭୦ କୋଟି ମତ୍ସ ଯାଆଁଳ ବିକିବେ ସରକାର: ଭିତ୍ତିଭୂମୀ, କର୍ମଚାରୀ ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ନେଇ…
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)-ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେଣୁ ଧାନ ଏବଂ ମାଛ ଚାଷ ପାଇଁ ଚାଷୀମାନେ ତତ୍ପର ହେଲେଣି। ଚଳିତ ବର୍ଷ କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଫାର୍ମ ମାଧ୍ୟମରେ ୭୦ କୋଟି ୩୦ ଲକ୍ଷ…
କେସିଙ୍ଗା ଷ୍ଟେଶନରେ ୫ ମିନିଟ୍ ଟ୍ରେନ୍ ରହୁ;କଳାହାଣ୍ଡି ରେଳଯାତ୍ରୀ ସଂଘ ସାଧାରଣ ବୈଠକରେ ବିଭିନ୍ନ ଦାବି ନେଇ …
କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘର ସାଧାରଣ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ୍ ପବ୍ଲିକ ସ୍କୁଲ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ…

