Tag Archives: odisha

ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର…

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ…

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏକ ନିର୍ଦ୍ଦେଶନାମା…

ବାତ୍ୟା ସମୀକ୍ଷା ବୈଠକ ପରେ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ୧୫ ଜିଲା ହୋଇପାରେ ପ୍ରଭାବିତ

ଭୁବନେଶ୍ୱର,୨୫।୧୦: ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୧୫ ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ।ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ…

ଆସୁଛି ବାତ୍ୟା ମୋନ୍ଥା! ପାରାଦୀପରେ ସତର୍କ ସୂଚନା, ୨୯ ତାରିଖ ଯାଏ…

ଭୁବନେଶ୍ୱର,୨୫।୧୦: ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର, ଚୌମୁହାଣି…

ସୋମବାର ସକାଳେ ବାତ୍ୟା! ପ୍ରବଳ ବର୍ଷା ସହ ବହିବ ପବନ, ଛାନିଆ ହେଲେଣି ଚାଷୀ

ଗଞ୍ଜାମ, ୨୫।୧୦(ବିଦ୍ୟାଧର ସାହୁ ): ପ୍ରତି ବର୍ଷ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ହେଉଛି । ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ ଏକ ପ୍ରକାର ଛାନିଆ ହୋଇ ପଡିଛନ୍ତି । ବଙ୍ଗୋପସାଗରେ ବର୍ତ୍ତମାନ…

ସସମ୍ମାନେ ଇଚ୍ଛାମୃତ୍ୟୁ

ଦ୍ୱିତୀୟ ଶତାବ୍ଦୀର ରୋମାନ୍‌ ଶାସକ ତଥା ପ୍ରଖ୍ୟାତ ଦାର୍ଶନିକ ମାର୍‌କସ୍‌ ଆଉରେ ଲିସ୍‌ (୧୨୧ରୁ ୧୮୦ ମସିହା) ଶିରକୁ ଉନ୍ନତକରି ଦୁନିଆରୁ ବିଦାୟ ନେବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର ବୋଲି ମତ ପୋଷଣକରି ତାଙ୍କ ‘ମୃତ୍ୟୁରେ ସ୍ବାଭିମାନ’ କବିତାରେ ସୂଚିତ…

ଘରୁ ଘୋଷାଡି ଆଣି ଦଳିଦେଲେ ହାତୀ , ମୃତକଙ୍କ ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ ବିଧାୟକ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୂଜାଗଡ ରେଞ୍ଜ ବେଲାଟୁଣି ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀପଲ ଘରୁ ଘୋଷାଡି ଆଣି ବିଲରେ ଦଳି ଚକଟି ମାରିଦେଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ…

୩ ମହଲା ଛାତରୁ ଖସି ପଡ଼ିଲେ, ଗୁରୁତର ଅବସ୍ଥାରେ ଯୁବତୀ…

ଦିଗପହଣ୍ଡି, ୨୪ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡିର ୧୦ ନଂ. ୱାର୍ଡ ଆନନ୍ଦ ନଗରରେ ଜଣେ ଯୁବତୀ ଛାତରୁ ଖସିପଡି ଗୁରୁତର ହୋଇଛନ୍ତି। ସେ ହେଲେ ସାଇନା ପାତ୍ର (୧୮) । ଶୁକ୍ରବାର କୌଣସି କାମରେ ସାଇନା ରହୁଥିବା ଘରର…

ଘରେ ପଶି ଦାଦାଙ୍କୁ ଠେଙ୍ଗାରେ ମାରିଥିଲେ ନିସ୍ତୁକ ମାଡ଼, ଜେଲ୍‌ ଗଲେ ପୁତୁରା…

ଦିଗପହଣ୍ଡି, ୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦୋଳା ଗ୍ରାମରେ ନରହରି ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କ ପୁତୁରା ମଦନ ସେଠୀଙ୍କୁ ଗିରଫ କରାଯାଇଛି। କେ.ନୂଆଗାଁ ଥାନା ନୂଆପଡ଼ା…

ମହିଳାଙ୍କ ସହ ଏକୁଟିଆ ଦେଖିବା ପରେ ଜୋତାମାଳ ପିନ୍ଧାଇ ମାରିଥିଲେ ନିର୍ଧୁମ ମାଡ଼, Video  ଭାଇରାଲ ପରେ…

ଆନନ୍ଦପୁର,୨୪।୧୦(ସୁଶାନ୍ତ କୁମାର ସାହୁ): ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା। ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ପୋଲିସ। ଏଭଳି ଘଟଣା ଘଟିଛି ଆନନ୍ଦପୁର…

ଋଷିକୁଲ୍ୟା ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ,୨୪।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ନଦୀ ନିକଟ ପଙ୍କାଳ ତଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ବ୍ୟକ୍ତି ଦେଖି ଗଞ୍ଜାମ ପୋଲିସ ଥାନାକୁ ଖବର ଦେଇଥିଲେ । ଖବରପାଇ ଗଞ୍ଜାମ ଥାନାଧିକାରୀ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ:ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା,୨୪।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁରଠାରେ ଅଗାଧୁପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲାର ବେଲଖଣ୍ଡି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?