Tag Archives: odisha

ଯୌନ ନିର୍ଯାତନା ପାଇଁ ନାବାଳିକାଙ୍କୁ ଅପହରଣ କରି ନେଉଥିଲେ, ଅଭିଯୁୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଭଞ୍ଜନଗର,୧୦/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀରୁ ମଙ୍ଗଳବାର ଜଣେ ୧୦ ବର୍ଷର ନାବାଳିକାଙ୍କୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରିଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି ସେଠାକାର…

ପରୀକ୍ଷା ଦେବାକୁ ଯିବା ବେଳେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ୨୦ ବର୍ଷ ଜେଲ ଦଣ୍ଡରେ…

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ବେତନଟି ଥାନା ଅନ୍ତର୍ଗତ ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ(୩୨)ଙ୍କୁ ଦଫା…

ଘରୁ ନିଖୋଜ ହୋଇଯାଇଥିଲେ ୭୦ ବର୍ଷୀୟ ପୁନି, କେନାଲ କଡ଼ରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଗଡ଼ଗୋବିନ୍ଦପୁର ଗ୍ରାମ ବାହୁଦା କେନାଲ କଡ଼ରୁ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହକୁ କେ.ନୂଆଗାଁ ପୋଲିସ ଜବତ କରିଛି। ବୃଦ୍ଧା ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର କେ. ପୁନି (୭୦)। ସୂଚନାନୁଯାୟୀ, ମାନସିକ…

ଓଡ଼ିଶାରେ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ AI ବ୍ୟବହାର କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୧୦।୮: ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର କହିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)…

ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡିବସିଲା ପୋଲିସ, ଆଉ ତା’ପରେ…

ଭୁବନେଶ୍ୱର,୧୦।୯: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ମେସିନ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍‌ ଓ ଏକ କେମିକାଲ ମିଶାଇ ବଜାରକୁ ଛାଡୁଥିଲେ। ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ…

ହାଟକୁ ଗୋରୁ ବିକ୍ରି କରିବାକୁ ଆସୁଥିଲେ ବ୍ୟବସାୟୀ, ବାଟରେ ଜଗିଥିଲା ମୃତ୍ୟୁ

ବଲାଙ୍ଗୀର,୧୦।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟ ମୁଖ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଗୋରୁ ବିକ୍ରେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ ଗାଁର ଛବି ତାଣ୍ଡି।…

ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…

ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ ବେହେରା,…

ପରଲୋକରୁ ପତ୍ର

ହେସ୍ନେହାସ୍ପଦ ପୁତ୍ର/ ପୌତ୍ର/ ପ୍ରପୌତ୍ରଗଣ, ପରଲୋକରୁ ତୁମମାନଙ୍କୁ ଆମର କୋଟିଏ ଆଶିଷ। ମର୍ତ୍ତ୍ୟଲୋକରେ ଏବେ ଆରମ୍ଭ ହୋଇଯାଇଛି ପିତୃପକ୍ଷ। ଆମକୁ ସ୍ମରଣ ପୂର୍ବକ ସସମ୍ମାନ ଆମ ପାଇଁ ଶ୍ରାଦ୍ଧ ଓ ତର୍ପଣର ବ୍ୟବସ୍ଥା କରୁଛ ଆଜି। ଏହି ସମୟରେ ମର୍ତ୍ତ୍ୟଲୋକରେ ତୁମେ…

ବୁଝିବାକୁ ୮ବର୍ଷ ଲାଗିଲା

ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ ଅତ୍ୟନ୍ତ ଜଟିଳ ହେବା ସହ ଏହାର ବୋଝ ଗରିବଙ୍କ ଉପରେ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସରେ ‘ପରବର୍ତ୍ତୀ ପିଢ଼ିର’ ଜିଏସ୍‌ଟି ସଂସ୍କାର ଆଣିବା ପାଇଁ ଘୋଷଣା…

କ୍ରୋଧର ଶିକାର

ନେପାଳରେ ଯୁବପିଢ଼ି ସେଠାକାର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ଉପୁଜିଥିବା ସ୍ଥିତିକୁ ନେଇ ସେପ୍ଟେମ୍ବର ୯ରେ ‘ଯୁବ ମେଣ୍ଢା’ ଶୀର୍ଷକରେ ସମ୍ପାଦକୀୟ ଲେଖିଥିଲୁ। ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା…

ଦିଲ୍ଲୀରୁ ଫେରି ବଡ଼ ଘୋଷଣା କରିଦେଲେ ମନମୋହନ ସାମଲ! ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୦।୯: ଦିଲ୍ଲୀରୁ ଫେରିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିର ଦଳୀୟ ନିଷ୍ପତ୍ତି, ଭାଜପା ନିଜ ରାସ୍ତାରେ ଅଛି। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି…

ଆଜି ରାଜ୍ୟ କ୍ୟାବିନେଟ: ଆସିପାରେ ୪ରୁ ଅଧିକ ପ୍ରସ୍ତାବ

ଭୁବନେଶ୍ୱର,୧୦ା୯(ରବିନାରାୟଣ ଜେନା): ରାଜ୍ୟ କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁଥିବା ଏହି କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri