ବାଣ ଝୁଲରୁ ଲାଗିଲା ନିଆଁ, ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ
ଆଳି, ୯।୧୧ (ବନମାଳୀ ସେନାପତି): ବାଣ ଝୁଲରୁ ନିଆଁ ଲାଗି ଜଳିଯାଇଛି ଦୁଇ ବଖରା ଚାଳଘର। ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା…

