Tag Archives: Nirmala Sitaraman

ମଧ୍ୟବିତ୍ତଙ୍କ ପାଇଁ ଏ କ’ଣ ହୋଇଗଲା, ବଜେଟରେ ଚମକାଇଲେ ନିର୍ମଳା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ଆୟକର ସ୍ଲାବକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧।୨: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ସାଧାରଣ ବଜେଟ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଟିମ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ କରିବାକୁ…

ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍‌: ଜାଣନ୍ତୁ କିଏ ଦେଇଥିଲେ ଉପହାର

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ…

Union Budget 2025:କିଛି ସମୟ ପରେ ଖୋଲିବ ବଜେଟ୍‌ ପେଡି: ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଲେ ନିର୍ମଳା ସୀତାରାମନ୍‌

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏଣିକି…

ନୂଆଦିଲ୍ଲୀ, ୦୭।୦୮: ସେଭିଂସ୍‌ ଆକାଉଣ୍ଟ୍‌ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା…

ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରାଯାଇଛି। ଅନ୍ତରୀଣ ବଜେଟରେ ମନ୍ତ୍ରଣାଳୟକୁ ଦିଆଯାଇଥିବା ଆବଣ୍ଟନକୁ ବଜାୟ ରଖି କେନ୍ଦ୍ର ସରକାର ଇନୋଭେଶନ୍ସ…

ବିକଶିତ ଭାରତକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, କହିଲେ ଏହି କ୍ଷେତ୍ରରେ…

ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖଛନ୍ତି । ଏହି କ୍ରମରେ ଦେଶରେ ବିକାଶକୁ ଆଗକୁ…

ବଜେଟ୍‌ ପୂର୍ବରୁ ଅଖିଳେଶ୍‌ଙ୍କ ବିସ୍ଫୋରକ ବୟାନ, ୧୦ ବର୍ଷରେ…

ନୂଆଦିଲ୍ଲୀ, ୨୩।୭: ଦେଶରେ ସାଧାରଣ ନିର୍ବାଚନ ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ବରେ ଏନ୍‌ଡିଏ ସରକାର ଗଠନ ହୋଇଛି । ଗତକାଲି ଅର୍ଥାତ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ…

ବଜେଟ୍‌ରେ ହେବ ଏହି ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୨ା୭: ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ…

୨୫ ବର୍ଷ ପୂର୍ବେ ସନ୍ଧ୍ୟାରେ ହେଉଥିଲା ବଜେଟ୍‌ ଉପସ୍ଥାପନ, ଜାଣନ୍ତୁ କାହିଁକି ହଠାତ୍‌ ବଦଳିଲା ସମୟ…

ନୂଆଦିଲ୍ଲୀ,୨୦ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍‌ରେ ଏନଡିଏ ସରକାରଙ୍କ ଆଗାମୀ ବିକାଶ ଏଜେଣ୍ଡା ଦର୍ଶାଯିବ। ମୌଧୁମୀ ଅଧିବେଶନରେ ଲୋକ ସଭାରେ ଅଣାଯାଇଥିବା ଏହି ବଜେଟ୍‌ ସକାଳ ୧୧ଟାରେ ଉପସ୍ଥାପିତ ହେବ।…

ସରକାରଙ୍କୁ ୬୯୫୯ କୋଟି ଟଙ୍କା ଦେଲା SBI, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ୨୨।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ସରକାରଙ୍କୁ ରେକର୍ଡ ପରିମାଣର ଡିଭିଡେଣ୍ଡ୍‌ ଦେଇଛି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଚେୟାରମ୍ୟାନ୍‌ ଦୀନେଶ ଖାରା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୬୯୫୯.୨୯ କୋଟି ଟଙ୍କାର ଚେକ୍‌ ଦେଇଛନ୍ତି । ଏନେଇ ସୋସିଆଲ…

‘ସୁପର୍‌ PM ଥିଲେ ସୋନିଆ ଗାନ୍ଧୀ’

ନୂଆଦିଲ୍ଲୀ,୧୦।୨: ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କଂଗ୍ରେସ ଏବଂ ୟୁପିଏ ସରକାରଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ସରକାରରେ ଥିବା ବେଳେ ଶାସନ ଦିଗହୀନ ଏବଂ ନେତୃତ୍ୱହୀନ ରହିଥିଲା। ସେତେବେଳେ ସୋନିଆ ଗାନ୍ଧୀ ‘ସୁପର ପ୍ରଧାନମନ୍ତ୍ରୀ’ ଭାବେ କାମ କରିଥିଲେ ବୋଲି ସେ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri