ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI
ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା ଏବଂ ର୍ନିଦ୍ଦିଷ୍ଟ ବିଭାଗରେ ଅଧିକ ଋଣରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରିବାକୁ…
ଏନବିଏଫସି ଦ୍ୱାରା ସୁଦ୍ଧା ଆଦାୟ ହେଉଥିବା ଅତିରିକ୍ତ ସୁଧହାର ନେଇ ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ,୨୨।୧୧: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ସମ୍ପର୍କରେ ଏନବିଏଫସି-ଏମଏଫଆଇ (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ) କମ୍ପାନୀଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ତରଫରୁ, ଏନବିଫସି କମ୍ପାନୀଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ ପାଇଁ…
ମହଙ୍ଗା ହେବ ବ୍ୟକ୍ତିଗତ ଋଣ: ଏନ୍ବିଏଫ୍ସି ପାଇଁ ଆର୍ବିଆଇର ନୂଆ ନିୟମ
ମୁମ୍ବାାଇ,୧୬ା୧୧: ଦେଶରେ ଅନ୍ସିକ୍ୟୁରଡ୍ ଲୋନ୍ (ବିନା ସମ୍ପତ୍ତି ବନ୍ଧକରେ ନିଆଯାଉଥିବା ଋଣ) ପରିମାଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତବର୍ଷ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୧୫ ପ୍ରତିଶତ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ…

