‘ଅବ୍କି ବାର୍ ୪୦୦ ପାର୍’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…
ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍ ୪ର ରହିବ, କାରଣ ଏହିଦିନ…
ମୁଁ ପଳାତକ ନୁହେଁ, ପାସପୋର୍ଟ ସସ୍ପେଣ୍ଡ ହୋଇଥିବା ଯୋଗୁ ଭାରତ ଫେରିପାରୁନାହିଁ: ମେହୁଲ ଚୋକସୀ
ନୂଆଦିଲ୍ଲୀ,୨୪।୫: ଦେଶ ଛାଡ଼ିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଏକ ବଡ଼ ବୟାନ ଶୁକ୍ରବାର ସାମ୍ନାକୁ ଆସିଛି। ତାଙ୍କୁ ‘ପଳାତକ’ କୁହାଯାଇପାରିବ ନାହିଁ, କାରଣ ସେ ଭାରତ ଆସିବାକୁ ଇଚ୍ଛୁକ। ଅନେକ କାରଣରୁ ସେ ଭାରତକୁ ଫେରିପାରୁନାହାନ୍ତି। ସେଥିରୁ ପ୍ରମୁଖ କାରଣ…
ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ନିର୍ବାଚନ ପରେ କ’ଣ ହେବାକୁ ଯାଉଛି କହିଲେ …
ଲକ୍ଷ୍ନୌ,୨୪।୫: ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେକୌଣସି ନିର୍ବାଚନରେ ତାଙ୍କର ଆକଳନ ଉପରେ ସମସ୍ତଙ୍କ ନଜର ରହିଥାଏ। କାରଣ ତାଙ୍କ ଆକଳନ ଅନେକ ମାତ୍ରାରେ ଠିକ୍ ସାବ୍ୟସ୍ତ ହୋଇଥାଏ। ଏମିତିରେ ଚଳିତ ଲୋକ ସଭା ନିର୍ବାଚନକୁ…
ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍ ସୁନା…
ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା ସଂରକ୍ଷିତ ହୋଇ ରହିଛି, ଯାହା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ନିୟନ୍ତ୍ରିତ।…
ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…
ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି…
ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…
ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟ ଏଯାବତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ସେନେଇ ସ୍ପଷ୍ଟ କରିନାହାନ୍ତି।…
କଂଗ୍ରେସର ତେର୍ଚ୍ଛାବାଣ: ନବୀନଙ୍କୁ ନୁହେଁ, ପରୋକ୍ଷରେ ମୋଦିଙ୍କୁ ସଙ୍କେତ ଦେଇଛନ୍ତି ଶାହା, ଚେୟାର ନେବାକୁ ପ୍ରସ୍ତୁତ…
ନୂଆଦିଲ୍ଲୀ,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ କଟାକ୍ଷ କରିଥିଲେ। ଏବେ ନବୀନ(୭୭) ବୃଦ୍ଧାବସ୍ଥାରେ ପହଞ୍ଚିଥିବାରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ଏପରି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାହା…
୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…
ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍କି ବାର୍ ୪୦୦ ପାର୍’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା ଲାଗି ସମସ୍ତ ପ୍ରଚେଷ୍ଟା କରୁଛି। ଏମିତିରେ ରାଜନୈତିକ ରଣନୀତିଜ୍ଞ ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା…
ସିସୋଡିଆଙ୍କୁ ବଡ଼ ଝଟ୍କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍କା ଲାଗିଛି। ଉଭୟ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ବିଚାରପତି…
POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…
ଝାନ୍ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ ବୋଲି ଶନିବାର ବୁନ୍ଦେଲଖଣ୍ଡର ଝାନ୍ସୀରେ…
ଆପଣ ‘ଜେଲ୍ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍ରିଓ୍ବାଲ…
ନୂଆଦିଲ୍ଲୀ,୧୮।୫: ଏଏପି ଏମ୍ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଏଏପି ସୁପ୍ରିମୋ। ଏପରିକି ରବିବାର ଦଳର ସମସ୍ତ ନେତା…
ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ
ନୂଆଦିଲ୍ଲୀ,୧୮।୫: ଆମ୍ ଆଦମୀ ପାର୍ଟୀ ଏମ୍ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା କଥିତ ଆକ୍ରମଣ ପରେ ତାଙ୍କ ମୁହଁ ଏବଂ ଗୋଡ଼ରେ କ୍ଷତଚିହ୍ନ ରହିଛି। ଏମ୍ସର ଜୟ…
Archives


